କୂଅକୁ ଖସିପଡ଼ିଲା ଦ୍ରୁତଗାମୀ କାର୍‌, ଚାଲିଗଲା ୬ ଜୀବନ

ଭୋପାଲ: ମଧ୍ୟପ୍ରଦେଶର ଛତ୍ରପୁରରେ ଆଜି ସକାଳୁ ଭୟଙ୍କର ଦୁର୍ଘଟଣା ଘଟିଛି। ଜିଲ୍ଲାର ମହାରାଜପୁର ଅଞ୍ଚଳରେ ଥିବା ରାସ୍ତା କଡ଼ କୂଅରେ ଗୋଟିଏ ଦ୍ରୁତଗାମୀ କାର୍‌ ଖସି ପଡ଼ିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଗୋଟିଏ ବାହାଘର ପାର୍ଟିରୁ କାର୍‌ରେ ୯ ଜଣ ଲୋକ ଫେରୁଥିଲେ। ବିଳମ୍ବିତ ରାତିରେ କାର୍‌ଟି ମହାରାଜପୁର ଅତିକ୍ରମ କରୁଥିବା ବେଳେ ହଠାତ୍‌ ଏହାର ଡ୍ରାଇଭର ଭାରସାମ୍ୟ ହରାଇଥିଲେ। ଫଳରେ କାର୍‌ଟି ସିଧା […]

df

df

Hemant Lenka
  • Published: Wednesday, 09 December 2020
  • Updated: 09 December 2020, 01:10 PM IST

ଭୋପାଲ: ମଧ୍ୟପ୍ରଦେଶର ଛତ୍ରପୁରରେ ଆଜି ସକାଳୁ ଭୟଙ୍କର ଦୁର୍ଘଟଣା ଘଟିଛି। ଜିଲ୍ଲାର ମହାରାଜପୁର ଅଞ୍ଚଳରେ ଥିବା ରାସ୍ତା କଡ଼ କୂଅରେ ଗୋଟିଏ ଦ୍ରୁତଗାମୀ କାର୍‌ ଖସି ପଡ଼ିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଗୋଟିଏ ବାହାଘର ପାର୍ଟିରୁ କାର୍‌ରେ ୯ ଜଣ ଲୋକ ଫେରୁଥିଲେ। ବିଳମ୍ବିତ ରାତିରେ କାର୍‌ଟି ମହାରାଜପୁର ଅତିକ୍ରମ କରୁଥିବା ବେଳେ ହଠାତ୍‌ ଏହାର ଡ୍ରାଇଭର ଭାରସାମ୍ୟ ହରାଇଥିଲେ। ଫଳରେ କାର୍‌ଟି ସିଧା ରାସ୍ତା କଡ଼ରେ ଥିବା ଗୋଟିଏ ଖୋଲା କୂଅରେ ଖସି ପଡ଼ିଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ସ୍ଥାନୀୟ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଆହତ ୩ ଜଣଙ୍କୁ କାର ମଧ୍ୟରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି।

ଆଗକୁ ପଢନ୍ତୁ:  ନାବାଳକ ସ୍କୁଟି ଚାଳକକୁ ୨୬ ହଜାର ଟଙ୍କାର ଫାଇନ୍

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story