ହିନ୍ଦୁ ଯୁବତୀଙ୍କୁ ପ୍ରେମ କରିବାରୁ ମୁସଲିମ ଯୁବକଙ୍କ ଘର ଜାଳିଦେଲେ

ଆଗ୍ରା: ଜଣେ ହିନ୍ଦୁ ଯୁବତୀଙ୍କୁ ପ୍ରେମ କରୁଥିବା ଜଣେ ମୁସଲିମ୍ ଯୁବକଙ୍କ ଘର ଜାଳି ଦିଆଯାଇଛି। ସ୍ଥାନୀୟ ଏକ ହିନ୍ଦୁ ସଂଗଠନ ଏହି କାଣ୍ଡ ଭିଆଇଛି। ଉତ୍ତରପ୍ରଦେଶର ଆଗ୍ରାରେ ଏଭଳି ଜଘନ୍ୟ କାଣ୍ଡ ଘଟିଛି। ଉକ୍ତ ଯୁବକଙ୍କ ନାମ ସାଜିଦ୍। ଆଗ୍ରାର ରୁନକ୍ତା ଅଞ୍ଚଳରେ ତାଙ୍କର ଏକ ଜିମ୍ ଅଛି। ସେ ଯୁବତୀ ଜଣଙ୍କୁ ଅପହରଣ କରି ନେଇଥିବା ଅଭିଯୋଗ କରି ସ୍ଥାନୀୟ ଅଞ୍ଚଳରେ ଗତକାଲି ଦୋକାନ ବଜାର ବନ୍ଦ କରାଯାଇଥିଲା। ତେବେ ଯୁବତୀ ଜଣଙ୍କୁ ଉଦ୍ଧାର […]

home-on-fire-1

home-on-fire-1

Niranjan Mishra
  • Published: Saturday, 16 April 2022
  • Updated: 16 April 2022, 06:10 PM IST

Sports

Latest News

ଆଗ୍ରା: ଜଣେ ହିନ୍ଦୁ ଯୁବତୀଙ୍କୁ ପ୍ରେମ କରୁଥିବା ଜଣେ ମୁସଲିମ୍ ଯୁବକଙ୍କ ଘର ଜାଳି ଦିଆଯାଇଛି। ସ୍ଥାନୀୟ ଏକ ହିନ୍ଦୁ ସଂଗଠନ ଏହି କାଣ୍ଡ ଭିଆଇଛି। ଉତ୍ତରପ୍ରଦେଶର ଆଗ୍ରାରେ ଏଭଳି ଜଘନ୍ୟ କାଣ୍ଡ ଘଟିଛି।

ଉକ୍ତ ଯୁବକଙ୍କ ନାମ ସାଜିଦ୍। ଆଗ୍ରାର ରୁନକ୍ତା ଅଞ୍ଚଳରେ ତାଙ୍କର ଏକ ଜିମ୍ ଅଛି। ସେ ଯୁବତୀ ଜଣଙ୍କୁ ଅପହରଣ କରି ନେଇଥିବା ଅଭିଯୋଗ କରି ସ୍ଥାନୀୟ ଅଞ୍ଚଳରେ ଗତକାଲି ଦୋକାନ ବଜାର ବନ୍ଦ କରାଯାଇଥିଲା। ତେବେ ଯୁବତୀ ଜଣଙ୍କୁ ଉଦ୍ଧାର କରାଯାଇଛି। ପ୍ରାପ୍ତ ବୟସ୍କା ହୋଇଥିବାରୁ ସେ ନିଜ ଇଚ୍ଛାରେ ଉକ୍ତ ମୁସଲିମ ଯୁବକଙ୍କ ସହ ଘର ସଂସାର କରିବାକୁ ଚାଲିଯାଇଥିଲେ ବୋଲି ଏକ ଭାଇରାଲ ଭିଡିଓରୁ ଜଣାପଡ଼ିଛି। କିନ୍ତୁ ଉକ୍ତ ଯୁବକଙ୍କ ପତ୍ତା ଏ ପର୍ଯ୍ୟନ୍ତ ମିଳିପାରିନି।

ଆଗ୍ରା ଏସପି କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ସୁଧେର ସିଂ କହିଛନ୍ତି, ଦାୟିତ୍ୱରେ ଅବହେଳା ଯୋଗୁ ସ୍ଥାନୀୟ ଫାଣ୍ଡି ଭାରପ୍ରାପ୍ତ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ସିକନ୍ଦ୍ରା ଥାନା ହାଉସ୍ ଅଫିସରଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ହୋଇଛି। ତାଙ୍କ ବିରୋଧରେ ଦାୟିତ୍ୱରେ ଅବହେଳା ଅଭିଯୋଗ ଆସିଛି। ଏହା ସାବ୍ୟସ୍ତ ହେଲେ କାର୍ଯ୍ୟାନୁଷ୍ଠାନ ହେବ। ସମ୍ପୃକ୍ତ ଯୁବତୀ ସୋମବାର ନିଖୋଜ ହୋଇଯାଇଥିଲେ। ଦୁଇଦିନ ପରେ ପୁଲିସ ତାଙ୍କୁ ଉଦ୍ଧାର କରିଥିଲା। ହେଲେ ସଜିଦଙ୍କ ପତ୍ତା ମିଳିପାରିନି। ଯୁବତୀଙ୍କ ପରିବାର ପକ୍ଷରୁ ଅଭିଯୋଗ କ୍ରମେ ଜିମ୍ ମାଲିକଙ୍କ ବିରୋଧରେ ମାମଲା ହୋଇଛି। ଘର ପୋଡି ନେଇ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story