‘ମୁଁ ମୋ ବନ୍ଧୁଙ୍କ ଅନୁପସ୍ଥିତି ବହୁମାତ୍ରାରେ ଅନୁଭବ କରୁଛି’

ନୂଆଦିଲ୍ଲୀ: ଆଜି ହେଉଛି ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ। ଆଉ ଏହି ଅବସରରେ ତାଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି- ଗତବର୍ଷ ଆଜିର ଦିନରେ ଆମେ ଶ୍ରୀ ଅରୁଣ ଜେଟଲୀ ଜୀଙ୍କୁ ହରାଇଥିଲୁ। ମୁଁ ମୋ ବନ୍ଧୁଙ୍କ ଅନୁପସ୍ଥିତି ବହୁମାତ୍ରାରେ ଅନୁଭବ କରୁଛି। ସେ ଆହୁରି ଲେଖିଛନ୍ତି ଯେ ଅରୁଣ ଜୀ ଦେଶ ପାଇଁ ବହୁତ ପରିଶ୍ରମ କରିଥିଲେ। ତାଙ୍କ ବୁଦ୍ଧି, ଜ୍ଞାନ ଓ ଆଇନ […]

modi

modi

Jitendra Garnayak
  • Published: Monday, 24 August 2020
  • Updated: 24 August 2020, 12:50 PM IST

ନୂଆଦିଲ୍ଲୀ: ଆଜି ହେଉଛି ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ। ଆଉ ଏହି ଅବସରରେ ତାଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି- ଗତବର୍ଷ ଆଜିର ଦିନରେ ଆମେ ଶ୍ରୀ ଅରୁଣ ଜେଟଲୀ ଜୀଙ୍କୁ ହରାଇଥିଲୁ। ମୁଁ ମୋ ବନ୍ଧୁଙ୍କ ଅନୁପସ୍ଥିତି ବହୁମାତ୍ରାରେ ଅନୁଭବ କରୁଛି।

ସେ ଆହୁରି ଲେଖିଛନ୍ତି ଯେ ଅରୁଣ ଜୀ ଦେଶ ପାଇଁ ବହୁତ ପରିଶ୍ରମ କରିଥିଲେ। ତାଙ୍କ ବୁଦ୍ଧି, ଜ୍ଞାନ ଓ ଆଇନ ଉପରେ ପାରଦର୍ଶିତା ପାଇଁ ସେ ବିଖ୍ୟାତ ଥିଲେ। ଏହା ସହିତ ସେ ଜଣେ ଭଲ ମଣିଷ ଥିଲେ।

ଏହା ସହିତ ଏହି ଟ୍ୱିଟ୍‌ରେ ଅରୁଣ ଜେଟଲୀଙ୍କ ସ୍ମୃତିରେ ସେ କହିଥିବା କଥାର ଏକ ଲିଙ୍କ ମଧ୍ୟ ପ୍ରଧାନମନ୍ତ୍ରୀ ଦେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଭଳି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଅରୁଣ ଜେଟଲୀଙ୍କୁ ତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ମନେ ପକାଇଛନ୍ତି ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ଶ୍ରୀ ଶାହ ଲେଖିଛନ୍ତି ଯେ ଅରୁଣ ଜେଟଲୀ ଜଣେ ଭଲ ରାଜନେତା ଥିଲେ। ସେ ଜଣେ ଉତ୍ତମ ବକ୍ତା ଓ ମଣିଷ ମଧ୍ୟ ଥିଲେ। ଭାରତୀୟ ରାଜନୀତିରେ ତାଙ୍କର ସମତୁଲ କେହି ନାହାନ୍ତି। ଦେଶ ପାଇଁ ତାଙ୍କର ନିଷ୍ଠା ଓ ଦୂରଦୃଷ୍ଟି ପାଇଁ ସେ ସର୍ବଦା ମନେ ରହିବେ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହିତ ଦଳର ଅନ୍ୟ ନେତାମାନେ ମଧ୍ୟ ସ୍ୱର୍ଗତ ଜେଟଲୀଙ୍କୁ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ମନେ ପକାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story