ଜେଲ୍ ଯିବେନି ସଲମାନ: ସେସନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ହାଇକୋର୍ଟଙ୍କ ରହିତାଦେଶ

ମୁମ୍ବାଇ: ହିଟ୍ ଆଣ୍ଡ ରନ୍ ମାମଲାରେ ୫ ବର୍ଷ ଜେଲ ଦଣ୍ଡାଦେଶ ପାଇଥିବା ସଲମାନ ଖାଁକୁ ମିଳିଛି ଆଶ୍ୱସ୍ତି । ସେସନ୍ସ କୋର୍ଟର ଦଣ୍ଡାଦେଶ ଉପରେ ଆଜି ବମ୍ବେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି ।ମୁମ୍ବାଇ: ହିଟ୍ ଆଣ୍ଡ ରନ୍ ମାମଲାରେ ୫ ବର୍ଷ ଜେଲ ଦଣ୍ଡାଦେଶ ପାଇଥିବା ସଲମାନ ଖାଁକୁ ମିଳିଛି ଆଶ୍ୱସ୍ତି। ସେସନ୍ସ କୋର୍ଟର ଦଣ୍ଡାଦେଶ ଉପରେ ଆଜି ବମ୍ବେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ଆଉ ତାଙ୍କୁ ମିଳିଛି ଜାମିନ। ତେବେ ଏଥିପାଇଁ […]

salmankhan

salmankhan

Rakesh Mallick
  • Published: Friday, 08 May 2015
  • Updated: 08 May 2015, 08:43 AM IST

Sports

Latest News

ମୁମ୍ବାଇ: ହିଟ୍ ଆଣ୍ଡ ରନ୍ ମାମଲାରେ ୫ ବର୍ଷ ଜେଲ ଦଣ୍ଡାଦେଶ ପାଇଥିବା ସଲମାନ ଖାଁକୁ ମିଳିଛି ଆଶ୍ୱସ୍ତି । ସେସନ୍ସ କୋର୍ଟର ଦଣ୍ଡାଦେଶ ଉପରେ ଆଜି ବମ୍ବେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି ।ମୁମ୍ବାଇ: ହିଟ୍ ଆଣ୍ଡ ରନ୍ ମାମଲାରେ ୫ ବର୍ଷ ଜେଲ ଦଣ୍ଡାଦେଶ ପାଇଥିବା ସଲମାନ ଖାଁକୁ ମିଳିଛି ଆଶ୍ୱସ୍ତି। ସେସନ୍ସ କୋର୍ଟର ଦଣ୍ଡାଦେଶ ଉପରେ ଆଜି ବମ୍ବେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ଆଉ ତାଙ୍କୁ ମିଳିଛି ଜାମିନ। ତେବେ ଏଥିପାଇଁ ହାଇକୋର୍ଟ କିଛି ସର୍ତ୍ତ ରଖିଛନ୍ତି। ସଲମାନଙ୍କୁ ପ୍ରଥମେ ଯାଇ ସେସନ୍ସ କୋର୍ଟରେ ସରେଣ୍ଡର କରିବାକୁ ପଡ଼ିବ। ସରେଣ୍ଡର କରି ସେ ବେଲ୍ ବଣ୍ଡ୍ ଦାଖଲ କରିବେ । ବେଲ୍ ବଣ୍ଡ୍ ଦାଖଲ କରିବା ପରେ ତାଙ୍କୁ ଜାମିନ ମିଳିବ । ୩୦ ହଜାର ଟଙ୍କାର ବେଲ୍ ବଣ୍ଡ୍ ଦାଖଲ କରିବା ପାଇଁ ତାଙ୍କୁ ନିର୍ଦେଶ ଦିଆଯାଇଛି । ସଲମାନଙ୍କୁ ପ୍ରଥମେ ଯାଇ ସେସନ୍ସ କୋର୍ଟରେ ସରେଣ୍ଡର କରିବାକୁ ପଡ଼ିବ। ସରେଣ୍ଡର କରି ବେଲ୍ ବଣ୍ଡ୍ ଦାଖଲ କରିବେ। ବେଲ୍ ବଣ୍ଡ୍ ଦାଖଲ କରିବା ପରେ ତାଙ୍କୁ ଜାମିନ ମିଳିବ।ସେହିପରି ବିଦେଶ ଯିବା ପୂର୍ବରୁ ତାଙ୍କୁ କୋର୍ଟଙ୍କ ଅନୁମତି ନେବାକୁ ପଡ଼ିବ। ବାଦ୍ରା ଥାନାରେ ପାସପୋର୍ଟ ଦାଖଲ କରିବାକୁ ବି କୋର୍ଟ ସଲମାନଙ୍କୁ ନିର୍ଦେଶ ଦେଇଛନ୍ତି।

ଆଜି ହାଇକୋର୍ଟରେ ଜାମିନ ଶୁଣାଣି ବେଳେ ସଲମାନ ଉପସ୍ଥିତ ନଥିଲେ। ବରିଷ୍ଠ ଆଇନଜୀବୀ ଅମିତ ଦେଶାଇ ସଲମାନଙ୍କ ତରଫରୁ ପକ୍ଷ ରଖିଥିଲେ। ହାଇକୋର୍ଟଙ୍କ ରାୟ ଆସିବା ପରେ କୋର୍ଟ ପରିସରରେ ଓ ସଲମାନ୍ ଘର ବାହାରେ ଫ୍ୟାନ୍ ଏବଂ ସମର୍ଥକ ଉତ୍ସବ ମନାଇଥିଲେ।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇରେ ହେବ।

ହିଟ୍ ଆଣ୍ଡ୍ ରନ୍ ମାମଲାରେ ମେ’୬ ତାରିଖରେ ମୁମ୍ବାଇର ଏକ ସେସନ୍ସ କୋର୍ଟ ସଲମାନ ଖାଁଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଏହାର କିଛି ସମୟ ପରେ ତାଙ୍କୁ ହାଇକୋର୍ଟରୁ ମିଳିଥିଲା ଆଶ୍ୱସ୍ତି । ଦୁଇ ଦିନ ପାଇଁ କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଆଉ ଏହାର ଅବଧି ଶୁକ୍ରବାର ଶେଷ ହେଉଥିଲା।

ବୁଧବାର ମୁମ୍ବାଇର ଏକ ସେସନ୍ସ କୋର୍ଟ ତାଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହିତ ଏହି ଦଣ୍ଡାଦେଶ ଦେଇଥିଲେ। କୋର୍ଟ ସଲମାନଙ୍କୁ ଦୋଷୀ ସାବ୍ୟସ୍ତ କରିବାର ପ୍ରାୟ ଦେଢ଼ ଘଣ୍ଟା ପରେ ସଜା ଘୋଷଣା କରିଥିଲେ । ଏହା ପରେ ଗିରଫଦାରୀ ଏଡ଼ାଇବାକୁ ଜାମିନ ପାଇଁ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ ସଲମାନ।

ସଲମାନଙ୍କୁ ଦୋଷୀ ଘୋଷଣା କରି ମୁମ୍ବାଇର ସେସନ୍ସ କୋର୍ଟ କହିଥିଲେ ଯେ ତାଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗ ପ୍ରମାଣିତ ହୋଇଛି। ଘଟଣା ଦିନ ସଲମାନ ନିଜେ କାର ଚଳାଉଥିଲେ। ଆଉ କାର୍ ଚଳାଉଥିବା ବେଳେ ସେ ମଦ ବି ପିଇ ଥିଲେ। ତାଙ୍କ ପାଖରେ ବୈଧ ଡ୍ରାଇଭିଂ ଲାଇସେନ୍ସ ବି ନଥିଲା।

ସୂଚନାଯୋଗ୍ୟ, ୨୦୦୨ ସେପ୍ଟେମ୍ବର ମାସ ୨୮ ତାରିଖ ରାତିରେ ସଲମାନ ଘରକୁ ଫେରୁଥିବା ବେଳେ ବାଦ୍ରା ନିକଟରେ ଫୁଟପାଥରେ ତାଙ୍କ କାର ଚଢ଼ିଯାଇଥିଲା । ଫଳରେ ଫୁଟପାଥରେ ଶୋଇଥିବା ଜଣେ ଲୋକ ପ୍ରାଣ ହରାଇଥିଲେ  ଆଉ ୪ ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ପରେ ଏ ନେଇ ମୁମ୍ବାଇ ପୁଲିସ୍ ସଲମାନଙ୍କ ନାଁରେ ମାମଲା ରୁଜୁ କରିଥିଲା।
ଶୁଣାଣି ବେଳେ ସଲମାନ କୋର୍ଟରେ କହିଥିଲେ ଯେ, ସେ ମଦ ପିଇ ନଥିଲେ କି ଗାଡି ଚଲାଉ ନଥିଲେ । ତାଙ୍କ ଡ୍ରାଇଭର ଗାଡି ଚଲାଉଥିଲା । ସେହିପରି ଏହି ଦୀର୍ଘ ବର୍ଷର ମାମଲାରେ ପ୍ରଥମ ଥର ପାଇଁ ତାଙ୍କ ଡାଇଭର ନିଜେ କୋର୍ଟରେ ହଜାର ହୋଇ ଦୂର୍ଘଟଣା ଦିନ ସେ ହିଁ ଗାଡି ଚଲାଉଥିଲେ ବୋଲି କହିଥିଲେ । ତେବେ ସରକାରୀ ଓକିଲ ଯୁକ୍ତି କରିଥିଲେ ଯେ, ପ୍ରଚୁର ଟଙ୍କା ନେଇ ସଲମାନଙ୍କ ଡ୍ରାଇଭର ନିଜ ମୁଣ୍ଡକୁ ଦୋଷ ନେଇଛନ୍ତି । ଅନ୍ୟପକ୍ଷରେ ସଲମାନଙ୍କ ଓକିଲ ଏହାକୁ ଖଣ୍ଡନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story