ନେପାଳ ଭୂକମ୍ପ : ଗମ୍ଭୀର ହେଉଛି ସ୍ଥିତି

କାଠମାଣ୍ଡୁ: ଭୂକମ୍ପ ବିଧ୍ୱସ୍ତ ନେପାଳରେ ସ୍ଥିତି ଗମ୍ବୀର ହେବାର ଲାଗିଛି। ଭଗ୍ନସ୍ତୁପ ତଳୁ ଉଦ୍ଧାର ହୋଇ ପାରି ନଥିବା ମୃତଦେହ ସବୁ ପଚିବାରେ ଲାଗିଥିବାରୁ ମହାମାରୀର ଭୟ ସୃଷ୍ଟି ହୋଇଛି । ପ୍ରଭାବିତ ଦୁର୍ଗମ ଅଞ୍ଚଳରେ ଖାଦ୍ୟ ଏବଂ ପାନୀୟ ଜଳର ସଂଙ୍କଟ ବି ବଡ ସମସ୍ୟା ଭାବେ ନେପାଳ ସରକାରଙ୍କର ଆଗରେ ଠିଆ ହୋଇଛି।

napal

napal

Rakesh Mallick
  • Published: Saturday, 02 May 2015
  • Updated: 04 May 2017, 03:45 PM IST

Sports

Latest News

କାଠମାଣ୍ଡୁ: ଭୂକମ୍ପ ବିଧ୍ୱସ୍ତ ନେପାଳରେ ସ୍ଥିତି ଗମ୍ବୀର ହେବାର ଲାଗିଛି। ଭଗ୍ନସ୍ତୁପ ତଳୁ ଉଦ୍ଧାର ହୋଇ ପାରି ନଥିବା ମୃତଦେହ ସବୁ ପଚିବାରେ ଲାଗିଥିବାରୁ ମହାମାରୀର ଭୟ ସୃଷ୍ଟି ହୋଇଛି । ପ୍ରଭାବିତ ଦୁର୍ଗମ ଅଞ୍ଚଳରେ ଖାଦ୍ୟ ଏବଂ ପାନୀୟ ଜଳର ସଂଙ୍କଟ ବି ବଡ ସମସ୍ୟା ଭାବେ ନେପାଳ ସରକାରଙ୍କର ଆଗରେ ଠିଆ ହୋଇଛି।nepal

ଭାରତ ସମେତ ବିଭିନ୍ନ ଦେଶରୁ ରିଲିଫ୍ ଓ ସହାୟତା ପହଞ୍ଚୁଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହେଉନାହିଁ। ୟା ଭିତରରେ ମୃତୁ୍ୟସଂଖ୍ୟା ୬ ହଜାର ୩ଶହ ଅତିକ୍ରମ କରିସାରିଲାଣି। ହଜାର ହଜାର ଲୋକ ଏବେ ବି ନିଖୋଜ ଅଛନ୍ତି। ତେଣୁ ମୃତୁ୍ୟ ସଂଖ୍ୟା ୧୫ ହଜାର ଛୁଇଁ ପାରେ ବୋଲି ନେପାଳ ସରକାର ଆଶଙ୍କା କରୁଛନ୍ତି।

ଭୂମିକମ୍ପ ପୂର୍ବରୂ ୟୂରୋପର ବିଭିନ୍ନ ଦେଶରୁୂ ନେପାଳ ଆସିଥିବା ପ୍ରାୟ ୧ହଜାର ପର୍ଯ୍ୟଟକଙ୍କ ସମ୍ପର୍କରେ କୌଣସି ଖବର ମିଳୁନାହିଁ ବୋଲି ୟୁରୋପିଆନ୍ ୟୁନିୟନ ପକ୍ଷରୁ କୁହାଯାଇଛି । ପ୍ରାୟ ୧ ଲକ୍ଷ ୩୦ହଜାର ଘର ଧୂଳିସାତ ହୋଇଯାଇଥିବାରୁ ବିଭିନ୍ନ ଅସ୍ଥାୟୀ ଶିବିରରେ ହଜାର ହଜାର ଲୋକ ଆଶ୍ରୟ ନେଇଛନ୍ତି।

ଦୁର୍ଗତଙ୍କ ପାଖରେ ପହଞ୍ଚିବା ପାଇଁ ଅଧିକ ହେଲିକାପ୍ଟର ଓ ଏୟାରକ୍ରାଫ୍ଟ ଆବଶ୍ୟକ କରୁଛନ୍ତି ନେପାଳ ସରକାର। ସବୁ ଦେଶ ନେପାଳକୁ ସହାୟତାର ହାତ ବଢାଇବାକୁ ମିଳିତ ଜାତିସଙ୍ଘ ନିବେଦନ କରିଛି।

ଗତକାଲି ଭାରତର ନ୍ୟାସନେଲ ସିକୁ୍ୟରିଟି ଆଡଭାଇଜର ଅଜିତ ଦାଭୋଲ ଏବଂ ବୈଦେଶିକ ସଚିବ ଏସ.ଜୟଶଙ୍କର କାଠମାଣ୍ଡୁ ଯାଇ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ଭାରତ ପକ୍ଷରୁ ଚାଲିଥିବା ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story