ନେପାଲରେ ପୁଣି ଭୂକଂପ

କାଠମାଣ୍ଡୁ: ନେପାଳରେ ଶୁକ୍ରବାର ପୁଣି ଭୂମିକଂପ ଅନୁଭୁତ ହୋଇଛି। ଆଜି ଏଠାରେ ଦୁଇ ଥର ଭୂକଂପ ଝଟକା ଲାଗିଥିଲା। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। ପ୍ରଥମ ଭୂକଂପ ହୋଇଥିଲା ରାତି ୨ଟା ୧୯ ମିନିଟରେ ଅନୁଭୁତ ହୋଇଥିଲା। ଏହାର ତୀବ୍ରତା ରକ୍ଟର ସ୍କେଲରେ ୪ ଥିଲା। ସିନ୍ଧୁପଲଚୌକ ଥିଲା ଏହି ଭୂକଂପର କେନ୍ଦ୍ରସ୍ଥଳ। ଦ୍ୱିତୀୟ ଭୁକଂପ ଅନୁଭୁତ ହୋଇଥିଲା ସକାଳ ୬ଟା ୧୭ ମିନିଟରେ। ରିକ୍ଟର ସ୍କେଲରେ ଏହାର ତୀବତ୍ର ୫ ରହିଥିଲା। ଏହାର କେନ୍ଦ୍ର […]

nepal

nepal

Rakesh Mallick
  • Published: Friday, 08 May 2015
  • Updated: 04 May 2017, 03:45 PM IST

Sports

Latest News

କାଠମାଣ୍ଡୁ: ନେପାଳରେ ଶୁକ୍ରବାର ପୁଣି ଭୂମିକଂପ ଅନୁଭୁତ ହୋଇଛି। ଆଜି ଏଠାରେ ଦୁଇ ଥର ଭୂକଂପ ଝଟକା ଲାଗିଥିଲା। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ।

ପ୍ରଥମ ଭୂକଂପ ହୋଇଥିଲା ରାତି ୨ଟା ୧୯ ମିନିଟରେ ଅନୁଭୁତ ହୋଇଥିଲା। ଏହାର ତୀବ୍ରତା ରକ୍ଟର ସ୍କେଲରେ ୪ ଥିଲା। ସିନ୍ଧୁପଲଚୌକ ଥିଲା ଏହି ଭୂକଂପର କେନ୍ଦ୍ରସ୍ଥଳ।

ଦ୍ୱିତୀୟ ଭୁକଂପ ଅନୁଭୁତ ହୋଇଥିଲା ସକାଳ ୬ଟା ୧୭ ମିନିଟରେ। ରିକ୍ଟର ସ୍କେଲରେ ଏହାର ତୀବତ୍ର ୫ ରହିଥିଲା। ଏହାର କେନ୍ଦ୍ର ସ୍ଥଳ ଥିଲା ଡୋଲଖା।

ସୂଚନାଯୋଗ୍ୟ  ନେପାଳରେ ଗତ ଏପ୍ରିଲ ୨୫ ତାରିଖରେ ହୋଇଥିବା ଭୂକଂପ ମୃତକଙ୍କ ସଂଖ୍ୟା ୮ ହଜାର ଟପି ଯାଇଛି। ଗୁରୁବାର ନେପାଳ ରେଡ୍ କ୍ରସ୍ ସୋସାଇଟି ପକ୍ଷରୁ କୁହାଯାଇଥିଲା ଯେ ମୃତକଙ୍କ ସଂଖ୍ୟା ୮,୪୧୩ରେ ପହଞ୍ଚିଛି। ସେହିପରି ବର୍ତ୍ତମାନ ସୁଦ୍ଧା ୧୭,୫୭୬ଜଣ ଆହତ ହୋଇଛନ୍ତି। ୨୬୦ ଜଣ ଏବେବି ନିଖୋଜ ଅଛନ୍ତି।

ସେହିଭଳି ବୁଧବାର ନେପାଳ ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ ଏହି ଭୟାବହ ଭୂକଂପରେ ୧୦,୭୮୧ଟି କୋଠା ଭାଙ୍ଗି ଯାଇଛି। ୧୪,୭୪୧ଟି ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି।

 ୧୯୩୪ ମସିହା ପରେ ଏହା ଥିଲା ନେପାଳର ସବୁଠୁ ବଡ଼ ଭୂକଂପ। ୧୯୩୪ ଭୂକଂପରେ ୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story