ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ ତାଲିବାନୀ ଆତଙ୍କୀ

ଇସଲାମବାଦ: ପାକିସ୍ତାନ ଗିଲଗିଟ୍ ଅଞ୍ଚଳରେ ଆଜି ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଏକ ସ୍କୁଲ ଉପରେ ପଡ଼ିଯିବାରୁ ମାଲେସିଆ ଓ ଇଣ୍ଡୋନେସିଆର ରାଷ୍ଟ୍ରଦୂତଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ପାକିସ୍ତାନୀ ତାଲିବାନୀ ଆତଙ୍କବାଦୀମାନେ ଦାବି କରିଛନ୍ତି ଯେ ସେମାନେ ଆଣ୍ଟି-ଏୟାରକ୍ରାଫ୍ଟ କ୍ଷେପଣାସ୍ତ୍ର ମାଡ଼ କରି ଏହି ହେଲିକପ୍ଟରଟିକୁ ଖସାଇ ଦେଇଥିଲେ।  ତେବେ ସେମାନଙ୍କ ପ୍ରକୃତ ଟାର୍ଗେଟ ଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ। ସେନାର ଏହି ହେଲିକ୍ପଟରରେ ସରିଫ୍ ଥିବେ ଭାବି ସେମାନେ କ୍ଷେପଣାସ୍ତ୍ର […]

pmpakistan

pmpakistan

Rakesh Mallick
  • Published: Friday, 08 May 2015
  • Updated: 04 May 2017, 03:45 PM IST

ଇସଲାମବାଦ: ପାକିସ୍ତାନ ଗିଲଗିଟ୍ ଅଞ୍ଚଳରେ ଆଜି ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଏକ ସ୍କୁଲ ଉପରେ ପଡ଼ିଯିବାରୁ ମାଲେସିଆ ଓ ଇଣ୍ଡୋନେସିଆର ରାଷ୍ଟ୍ରଦୂତଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ପାକିସ୍ତାନୀ ତାଲିବାନୀ ଆତଙ୍କବାଦୀମାନେ ଦାବି କରିଛନ୍ତି ଯେ ସେମାନେ ଆଣ୍ଟି-ଏୟାରକ୍ରାଫ୍ଟ କ୍ଷେପଣାସ୍ତ୍ର ମାଡ଼ କରି ଏହି ହେଲିକପ୍ଟରଟିକୁ ଖସାଇ ଦେଇଥିଲେ।  ତେବେ ସେମାନଙ୍କ ପ୍ରକୃତ ଟାର୍ଗେଟ ଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ। ସେନାର ଏହି ହେଲିକ୍ପଟରରେ ସରିଫ୍ ଥିବେ ଭାବି ସେମାନେ କ୍ଷେପଣାସ୍ତ୍ର ମାଡ଼ କରିଥିଲେ। ପାକିସ୍ତାନୀ ତାଲିବାନ ଆତଙ୍କବାଦୀ ସଂଗଠନର ମୁଖପାତ୍ର ମହମ୍ମଦ ଖୋରସାନୀ ଇ-ମେଲ ଜରିଆରେ ଦେଇଛି ଏହି ସୂଚନା।

ଗିଲଗିଟରେ ଏକ ପ୍ରକଳ୍ପ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବାକୁ ସେନାର ଏହି ହେଲିକ୍ପଟରରେ ମାଲେସିଆ, ଇଣ୍ଡୋନେସିଆ, ଫିଲିଫାଇନ୍ସ ଓ ନରୱେର ରାଷ୍ଟ୍ରଦୂତଙ୍କ ସମେତ ମୋଟ ୧୧ ଜଣ ଯାତ୍ରା କରୁଥିଲେ। ସେହି କାର୍ଯ୍ୟକ୍ରମକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ବି ଯାଉଥିଲେ। ତେବେ ସେ ଏକ ପୃଥକ ବିମାନରେ ସେଠାକୁ ଯାଉଥିଲେ। ହେଲିକ୍ପଟର ଦୁର୍ଘଟଣା ଖବର ପାଇବା ପରେ ତାଙ୍କ ବିମାନ ପୁଣି ଇସଲାମବାଦ ଲେଉଟି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story