ଗଛରେ ବାଡ଼େଇ ହେଲା ବସ୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଅଭିମୁଖେ ଆସୁଥିବା ଉତ୍ତର ପ୍ରଦେଶର ଏକ ବସ୍ ସକାଳୁ ସକାଳୁ ଦୁର୍ଘଟଣାର ଶିକାର ହୋଇଛି। ଦକ୍ଷିଣ-ପୂର୍ବ ଦିଲ୍ଲୀ ସ୍ଥିତ ସୁଖଦେବ ବିହାରସ୍ଥିତ ନ୍ୟୁ ଫ୍ରେଣ୍ଡସ କଲୋନୀରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଡ୍ରାଇଭର ଫେରାର ଥିବା ସୂଚନା ରହିଛି। ଭୋର୍ ୩ଟା ୨୨ମିନିଟ୍‌ ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ଦୁର୍ଘଟଣା ବାବଦରେ ଜଣାପଡ଼ିବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ଆହତ ଯାତ୍ରୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିଥିବା ସୂଚନା […]

bus accident

bus accident

Subhransu Sekhar
  • Published: Saturday, 21 November 2020
  • Updated: 21 November 2020, 12:05 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଅଭିମୁଖେ ଆସୁଥିବା ଉତ୍ତର ପ୍ରଦେଶର ଏକ ବସ୍ ସକାଳୁ ସକାଳୁ ଦୁର୍ଘଟଣାର ଶିକାର ହୋଇଛି। ଦକ୍ଷିଣ-ପୂର୍ବ ଦିଲ୍ଲୀ ସ୍ଥିତ ସୁଖଦେବ ବିହାରସ୍ଥିତ ନ୍ୟୁ ଫ୍ରେଣ୍ଡସ କଲୋନୀରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଡ୍ରାଇଭର ଫେରାର ଥିବା ସୂଚନା ରହିଛି।

ଭୋର୍ ୩ଟା ୨୨ମିନିଟ୍‌ ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ଦୁର୍ଘଟଣା ବାବଦରେ ଜଣାପଡ଼ିବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ଆହତ ଯାତ୍ରୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିଥିବା ସୂଚନା ରହିଛି। ଆଗ୍ରାରୁ ଏହି ବସଟି ଆସୁଥିଲା।

ଆଗକୁ ପଢନ୍ତୁ:  ରାଜ୍ୟରେ ଆଖି ବୁଜିଲେ ୧୭ କରୋନା ଆକ୍ରାନ୍ତ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story