ବ୍ୟାପୁଛି ଜିନ୍‌ପିଙ୍ଗ ବିରୋଧୀ ନିଆଁ, କଟକଣା ହଟାଇବାକୁ ଦାବି

ବେଜିଂ: ଯେଉଁଠୁ ପ୍ରଥମେ ଆରମ୍ଭ ହୋଇଥିଲା ସେଠାରେ ହିଁ ପୁଣି ଥରେ ଆତଙ୍କ ଖେଳାଇଛି ମାରାତ୍ମକ ଭୂତାଣୁ କରୋନା। ଏଥିପାଇଁ ଚୀନ୍‌ରେ ଜିରୋ କୋଭିଡ ପଲିସି ଲାଗୁ କରାଯାଇଛି। ଏହାକୁ ନେଇ ଚୀନ୍ ରାଷ୍ଟ୍ରପତି ଜିନ୍‌ପିଙ୍ଗଙ୍କ ବିରୋଧରେ ନିଆଁ ବ୍ୟାପିବାରେ ଲାଗିଛି। କରୋନାର ଏହି କଠୋର କଟକଣାକୁ ଚୀନ୍‌ବାସୀ ବିରୋଧ କରୁଛନ୍ତି। ଚୀନ୍ ନାଗରିକମନେ ଆଜି ସକାଳୁ ଶଙ୍ଗାଇରେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ଚୀନ୍‌ର ବିଭିନ୍ନ ସହରରୁ ଲୋକେ ଏକାଠି ହୋଇ ଏଠାରେ ବିକ୍ଷୋଭ ପ୍ରଦର୍ଶନ […]

Protest in China

Protest in China

Madhupriya Mistry
  • Published: Sunday, 27 November 2022
  • Updated: 27 November 2022, 01:19 PM IST

Sports

Latest News

ବେଜିଂ: ଯେଉଁଠୁ ପ୍ରଥମେ ଆରମ୍ଭ ହୋଇଥିଲା ସେଠାରେ ହିଁ ପୁଣି ଥରେ ଆତଙ୍କ ଖେଳାଇଛି ମାରାତ୍ମକ ଭୂତାଣୁ କରୋନା। ଏଥିପାଇଁ ଚୀନ୍‌ରେ ଜିରୋ କୋଭିଡ ପଲିସି ଲାଗୁ କରାଯାଇଛି। ଏହାକୁ ନେଇ ଚୀନ୍ ରାଷ୍ଟ୍ରପତି ଜିନ୍‌ପିଙ୍ଗଙ୍କ ବିରୋଧରେ ନିଆଁ ବ୍ୟାପିବାରେ ଲାଗିଛି। କରୋନାର ଏହି କଠୋର କଟକଣାକୁ ଚୀନ୍‌ବାସୀ ବିରୋଧ କରୁଛନ୍ତି। ଚୀନ୍ ନାଗରିକମନେ ଆଜି ସକାଳୁ ଶଙ୍ଗାଇରେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଛନ୍ତି।

ଚୀନ୍‌ର ବିଭିନ୍ନ ସହରରୁ ଲୋକେ ଏକାଠି ହୋଇ ଏଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ଇସ୍ତଫା ଦାବି କରିଛନ୍ତି। ଚୀନ୍ କମ୍ୟୁନିଷ୍ଟ ପାର୍ଟିକୁ ହଟାଅ, ଆମକୁ ସ୍ୱାଧୀନତା ଦିଅ ଭଳି ନାରା ଦେଇଛନ୍ତି। ଏଥିସହ କରୋନା ଲକଡାଉନ୍ ହଟାଇବାକୁ ମଧ୍ୟ ଦାବି ହୋଇଛି। ସୋଶାଲ ମିଡିଆରେ ଏହି ବିରୋଧ ପ୍ରଶର୍ଦନର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଅଧିକାଂଶ ଲୋକେ ଏହି ବିରୋଧ ପ୍ରଶର୍ଦନକୁ ସମର୍ଥନ ମଧ୍ୟ କରିଛନ୍ତି।

https://twitter.com/whyyoutouzhele/status/1596573231787507713?s=20&t=xXcx25Od0c-ZJgEnGAdHag

ବାସ୍ତବରେ ଶିଜିୟାଙ୍ଗର ରାଜଧାନୀ ଉରୁମକିରେ ଗୁରୁବାର ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୧୦ଜଣଙ୍କ ମୃତ୍ୟୁ ହୋଇଥିଲା। କରୋନା ଯୋଗୁଁ ଉକ୍ତ ବିଲ୍ଡିଂକୁ ଆଂଶିକ ରୂପେ ସିଲ୍ କରାଯାଇଥିଲା। ଏଥିପାଇଁ ଲୋକଙ୍କୁ ରକ୍ଷା କରାଯାଇପାରିଲା ନାହିଁ। ଏହାକୁ ନେଇ ପୂରା ଚୀନ୍‌ବାସୀ କ୍ରୋଧିତ ହୋଇପଡିଥିଲେ। ଶନିବାର ରାତିରେ ଶହ ଶହ ଲୋକ ଶାଙ୍ଘାଇର ବୁଲୁମୁକି ରୋଡ୍‌ରେ ଏକତ୍ରିତ ହୋଇ ବିରୋଧ ପ୍ରଦର୍ଶନ କରିଥିଲେ। ଏହି ବିରୋଧ ପ୍ରଦର୍ଶନ ଆଜି ବି ଜାରି ରହିଛି।

ଉଲ୍ଲେଖଯୋଗ୍ୟ ଯେ, ଚୀନ୍‌ରେ ଏବେବି କରୋନା ସ୍ଥିତି ଭୟଙ୍କର ରହିଛି। କିଛି ଦିନର ବ୍ୟବଧାନ ପରେ ଏଠାରେ ଦୈନିକ ସଂକ୍ରମିତ ସଂଖ୍ୟା ୪୦ ହଜାର ଡେଇଁଛି। ଏହାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ସହରରେ ଲକଡାଉନ୍ ଲାଗୁ କରାଯିବା ସହ ଅନ୍ୟ କଟକଣା ମଧ୍ୟ ଜାରି କରାଯାଇଛି। କରୋନା ଯୋଗୁଁ ବେଜିଂ ଜିରୋ କୋଭିଡ ନୀତି ପାଳନ କରୁଛି। ଏଥିଯୋଗୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story