ଅଯୋଧ୍ୟା ଯାଇ ରାମ ଲଲାଙ୍କ ଦର୍ଶନ କଲେ କେରଳ ରାଜ୍ୟପାଳ ଅରିଫ ମହମ୍ମଦ ଖାନ

‘ଅଯୋଧ୍ୟକୁ ଯିବା ଓ ଶ୍ରୀରାମଙ୍କୁ ପୂଜା କରିବା ଆମ ପାଇଁ କେବଳ ଏକ ଖୁସିର କଥା ନୁହେଁ, ଏହା ଏକ ଗର୍ବର କଥା।’

Ram Lalla

ରାମ ଲଲାଙ୍କ ଦର୍ଶନ କରୁଛନ୍ତି ରାଜ୍ୟପାଳ

Jitendra Garnayak
  • Published: Thursday, 09 May 2024
  • Updated: 09 May 2024, 12:31 PM IST

Sports

Latest News

କେରଳ ରାଜ୍ୟପାଳ ଅରିଫ ମହମ୍ମଦ ଖାନ ବୁଧବାର ଅଯୋଧ୍ୟା ରାମ ମନ୍ଦିର ଯାଇ ରାମ ଲଲାଙ୍କ ଦର୍ଶନ କରିଛନ୍ତି। କେରଳ ରାଜ ଭବନ ପକ୍ଷରୁ ଏନେଇ Xରେ ଏକ ପୋଷ୍ଟ କରାଯାଇଛି।

Also Read

ରାଜ୍ୟପାଳ ଅରିଫ ମହମ୍ମଦ ଖାନ ଗଣମାଧ୍ୟମକୁ କହିଛନ୍ତି, ଜାନୁଆରୀ ମାସରେ ମୁଁ ଦୁଇ ଥର ଅଯୋଧ୍ୟା ଯାଇଥିଲି। ସେତେବେଳେ ସେଠାକୁ ଯାଇ ଯେମିତି ଅନୁଭବ କରିଥିଲି, ଏବେ ବି ସେମିତି ଅନୁଭବ କରୁଛି। ମୁଁ ଅନେକ ଥର ଅଯୋଧ୍ୟା ଯାଇଛି। ଅଯୋଧ୍ୟକୁ ଯିବା ଓ ଶ୍ରୀରାମଙ୍କୁ ପୂଜା କରିବା ଆମ ପାଇଁ କେବଳ ଏକ ଖୁସିର କଥା ନୁହେଁ, ଏହା ଏକ ଗର୍ବର କଥା। 

କେରଳ ରାଜ୍ୟପାଳଙ୍କ ଅଫିସିଆଲ X ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରାଯାଇଛି। ଏଥିରେ ରାଜ୍ୟପାଳ ଅରିଫ ମହମ୍ମଦ ଖାନ ରାମ ମନ୍ଦିରରେ ରାମ ଲଲାଙ୍କୁ ଦର୍ଶନ କରୁଥିବା ଦେଖିବାକୁ ମିଳିଛି। ସେ ମୁଣ୍ଡିଆ ମାରି ଓ ହାତଯୋଡ଼ି ରାମ ଲଲାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story