ନାବାଳିକାଙ୍କୁ ୨୦ ଦିନ ଧରି କଲେ ଗଣବଳାତ୍କାର, ବନ୍ଧା ହେଲେ ୩ ଯୁବକ

୧୫ ବର୍ଷୀୟା ନାବାଳିକା ହେଲା ପାଶବିକ ଅତ୍ୟାଚାରର ଶିକାର। ୩ ଯୁବକ ତାଙ୍କୁ ଅପହରଣ କରିନେଇ ୨୦ ଦିନ ଧରି କଲେ ଗଣବଳାତ୍କାର। ଶେଷରେ ପୁଲିସ୍‌ ବହୁ ଖୋଜାଖୋଜି ପରେ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଛି।

GangRape

Representational Image

Niharika Rout
  • Published: Friday, 01 March 2024
  • Updated: 01 March 2024, 09:13 AM IST

୧୫ ବର୍ଷୀୟା ନାବାଳିକା ହେଲା ପାଶବିକ ଅତ୍ୟାଚାରର ଶିକାର। ୩ ଯୁବକ ତାଙ୍କୁ ଅପହରଣ କରିନେଇ ୨୦ ଦିନ ଧରି କଲେ ଗଣବଳାତ୍କାର। ଶେଷରେ ପୁଲିସ୍‌ ବହୁ ଖୋଜାଖୋଜି ପରେ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ଏପରି ଏକ ଅମାନବୀୟ ଘଟଣା ହରିୟାଣାରେ ଘଟିଛି। 

ପ୍ରାୟ ୨୦ ଦିନ ପୂର୍ବେ ନାବାଳିକାଜଣକ ହଠାତ୍‌ ଗାଏବ ହୋଇ ଯାଇଥିଲେ। ପରିବାର ସଦସ୍ୟ ବହୁ ଖୋଜାଖୋଜି ପରେ ବି ତାଙ୍କ ପତ୍ତା ପାଇ ପାରି ନ ଥିଲେ। ଏନେଇ ସେମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ। ୩ ଯୁବକ ଝିଅକୁ ଅପହରଣ କରି ନେଇଥିବା ସେମାନେ ଅଭିଯୋଗ କଲେ ।

ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କଲା। ଏହାପରେ ଅପହରଣକାରୀଙ୍କୁ କବଳରୁ ନାବାଳିକାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା। ଏଥିସହ ଅଭିଯୁକ୍ତମାନଙ୍କୁ ବି ବାନ୍ଧିଛି ପୁଲିସ୍‌ ।

Also Read

ଅପହରଣକାରୀମାନେ ଗତ ୨୦ ଦିନ ମଧ୍ୟରେ ବାରମ୍ବାର ଦୁଷ୍କର୍ମ କରିଥିବା ନାବାଳିକାଜଣକ ପୁଲିସ୍‌ ସମ୍ମୁଖରେ କହିଥିଲେ। ଏହାପରେ ପୁଲିସ୍‌ ନାବାଳିକାଙ୍କ ଡାକ୍ତରୀ ମାଇନା କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ଏହି ଘଟଣାରେ ସାମିଲ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ନାବାଳିକାଙ୍କ ନିଜ ଗାଁର ବାସିନ୍ଦା ବୋଲି ପୁଲିସ୍‌ ପ୍ରକାଶ କରିଛି।  ଅଭିଯୁକ୍ତମାନଙ୍କ ବିରୋଧରେ ପସ୍କୋ ଆକ୍ଟରେ ମାମଲା ରୁଜୁ କରାଯିବ ବୋଲି ପୁଲିସ୍‌ ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story