ମାଡ଼ି ଆସିଲା ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ, ଆଇପିଏସ୍‌ ଅଧିକାରୀଙ୍କୁ ପିଟି ଦେଲା

ଆଇପିଏସ୍‌ ଅଧିକାରୀଙ୍କୁ ଧକ୍କା ଦେଲା ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ। ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ଆଇପିଏମସ୍‌ ଅଧିକାରୀଙ୍କର ସର୍ଜରୀ ହୋଇଥିବା ଜଣାଯାଇଛି।

Accident

ଦୁର୍ଘଟଣାରେ ତଳେ ପଡ଼ି ଯାଇଥିବା ଆଇପିଏସ୍‌ ଅଧିକାରୀ।

Niharika Rout
  • Published: Wednesday, 13 March 2024
  • Updated: 13 March 2024, 08:37 AM IST

Sports

Latest News

ଆଇପିଏସ୍‌ ଅଧିକାରୀଙ୍କୁ ଧକ୍କା ଦେଲା ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ। ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ଆଇପିଏମସ୍‌ ଅଧିକାରୀଙ୍କର ସର୍ଜରୀ ହୋଇଥିବା ଜଣାଯାଇଛି। ଏପରି ଏକ ଅଘଟଣ ତେଲେଙ୍ଗାନାର ଭଦ୍ରାଦ୍ରି କୋଠାଗୁଡେମ ଜିଲ୍ଲାରେ ଘଟିଛି।

ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ଆଇପିଏସ୍‌ ଅଧିକାରୀଜଣକ ହେଲେ ପରିତୋଷ ପଙ୍କଜ । ସେ ଭଦ୍ରାଞ୍ଚଳମର ଏଏସ୍‌ପି ଭାବେ କାର୍ଯରତ ଅଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡି ସେଠାକୁ ଗସ୍ତରେ ଯାଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ ସହର ମଧ୍ୟ ଦେଇ ଗତି କରିବା ବେଳେ ପରିତୋଷ ପଙ୍କଜ ଡ୍ୟୁଟିରେ ମୁତୟନ ଥିଲେ। ଉକ୍ତ ସମୟରେ ହଠାତ୍‌ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡର ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। କାର୍‌ଟି ଏତେ ଜୋରରେ ଧକ୍କା ଦେଇଥିଲା ଯେ ତଳେ ପଡ଼ି ଯାଇଥିଲେ ଆଇପିଏସ୍‌ ଅଧିକାରୀ ପରିତୋଷ ପଙ୍କଜ ।

Also Read

ତୁରନ୍ତ ସେଠାରୁ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କ ସର୍ଜରୀ ହୋଇଥିବା ବେଳେ ଅବସ୍ଥା ଏବେ ସ୍ଥିର ଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story