ନିମନ୍ତ୍ରଣ ଦେବା ବାହାନାରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ଦୁର୍ବୃତ୍ତମାନେ ତାଙ୍କୁ ନିମନ୍ତ୍ରଣ ଦେବା ବାହାନାରେ ଅଟକାଇ ଥିଲେ। ପରେ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ କରି ସେଠାରୁ ଫେରାର ହୋଇଯାଇଥିଲେ।

bjp-leader-pramod-yadav

ମୃତ ବିଜେପି ନେତା ପ୍ରମୋଦ ଯାଦବ

Madhupriya Mistry
  • Published: Thursday, 07 March 2024
  • Updated: 07 March 2024, 12:27 PM IST

Sports

Latest News

ଦିନ ଦ୍ୱିପହରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା। ଉତ୍ତରପ୍ରଦେଶର ଜୈନପୁରରେ ଘଟିଛି ଏଭଳି କିଛି ଘଟଣା। ନିମନ୍ତ୍ରଣ ଦେବା ବାହାନାରେ ବିଚ୍ ରାସ୍ତାରେ କିଛି ଦୁର୍ବୃତ୍ତ ତାଙ୍କୁ ଗଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ, ମୃତ ବଜେପି ନେତା ଜଣକ ହେଲେ ପ୍ରମୋଦ କୁମାର ଯାଦବ। ଜୈନପୁରର ବକ୍ସି ଥାନା ସ୍ଥିତ ବୋଧାପୁର ଛକରେ ଦୁର୍ବୃତ୍ତମାନେ ପ୍ରମୋଦ ଯାଦବଙ୍କ ଉବରକୁ ଗୁଳିମାଡ କରିଥିଲେ। ସେ କେଉଁଆଡେ ଯିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ନିମନ୍ତ୍ରଣ ଦେବା ବାହାନାରେ ଅଟକାଇ ଥିଲେ। ପରେ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ କରି ସେଠାରୁ ଫେରାର ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ପଡିଯାଇଥିଲେ ପ୍ରମୋଦ।

Also Read

ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ସେପଟେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ତନାଘନା ଆରମ୍ଭ କରିଛି।

ପ୍ରମୋଦ ଯାଦବ ୨୦୧୨ର ବିଧାନସଭା ନିର୍ବାଚନରେ ​​ଜୈନପୁରର ମାଲହନି ଆସନରୁ ବାହୁବଳୀ ନେତା ଧନଞ୍ଜୟ ସିଂହଙ୍କ ପତ୍ନୀ ଜାଗ୍ରତି ସିଂହଙ୍କ ବିରୋଧରେ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ​​ସମାଜବାଦୀ ପାର୍ଟିର ପାରସ ନାଥ ଯାଦବ ବିଜୟୀ ହୋଇଥିବାବେଳେ ଜାଗ୍ରତି ସିଂହ ଦ୍ୱିତୀୟ ସ୍ଥାନରେ ଥିଲେ। ତେବେ ଧନଞ୍ଜୟ ଏବଂ ଜାଗ୍ରତିଙ୍କ ୨୦୧୭ରେ ଛାଡପତ୍ର ହୋଇଥିଲେ। ଏହା ପରେ ଧନଞ୍ଜୟ ତୃତୀୟ ଥର ପାଇଁ ଜୈନପୁର ଜିଲ୍ଲା ପଞ୍ଚାୟତ ସଭାପତି ଶ୍ରୀକାଲା ରେଡ୍ଡୀଙ୍କୁ ବିବାହ କରିଥିଲେ।

କହିରଖୁ ଯେ, ଗତ ବୁଧବାର ପୂର୍ବତନ ସାଂସଦ ତଥା ବାହୁବଳୀ ନେତା ଧନଞ୍ଜୟ ସିଂହଙ୍କୁ ଅପହରଣ ଓ ଚୋରା ଚାଲାଣ ମାମଲାରେ ସାତ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହା ସହିତ ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ ତାଙ୍କ ଉପରେ ୫୦ହଜାର ଟଙ୍କା ଜରିମାନା କରିଛନ୍ତି। ଏହି ମାମଲାରେ ମଙ୍ଗଳବାର ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story