ହରଦା ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ମାମଲା; ବନ୍ଧା ହେଲେ ୩ ଅଭିଯୁକ୍ତ

ଏହି ମାମଲାର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ରାଜେଶ ଅଗ୍ରୱାଲ, ସୋମେଶ ଅଗ୍ରୱାଲ ଓ ରଫିକ ଖାନ ।

Arrest

ବିସ୍ଫୋରଣ ବେଳର ଦୃଶ୍ୟ । ଗିରଫ ମୁଖ୍ୟ ଅଭିଯୁକ୍ତ ।

Niharika Rout
  • Published: Wednesday, 07 February 2024
  • Updated: 07 February 2024, 08:18 AM IST

ମଧ୍ୟପ୍ରଦେଶ ହରଦାରେ ଏକ ବେଆଇନ୍‌ ବାଣ ଫ୍ୟାକ୍ଟ୍ରିରେ ଗତକାଲି ହୋଇଥିବା ଭୟଙ୍କର ବିସ୍ଫୋରଣରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭୫ ଜଣ ଗୁରୁତର ହୋଇଛନ୍ତି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ରାଜେଶ ଅଗ୍ରୱାଲ, ସୋମେଶ ଅଗ୍ରୱାଲ ଓ ରଫିକ ଖାନ ।

ଏହି ଭୟଙ୍କର ଦୁର୍ଘଟଣା ପରେ ୩ ଅଭିଯୁକ୍ତ ଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ ସେମାନଙ୍କୁ ରାଜଗଡ଼ ଜିଲ୍ଲାର ସାରଙ୍ଗପୁରରୁ ଗିରଫ କରାଯାଇଛି। ସାରଙ୍ଗପୁର ଏସଡିପିଓ ଅରବିନ୍ଦ ସିଂଙ୍କ କହିବାନୁଯାୟୀ, ମଧ୍ୟପ୍ରଦେଶର - ଉତ୍ତରପ୍ରଦେଶ ଓ ଦିଲ୍ଲୀକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଗତକାଲି ରାତି ୯ଟାରେ ରାଜେଶ ଅଗ୍ରୱାଲ, ସୋମେଶ ଅଗ୍ରୱାଲ ଓ ରଫିକ ଖାନଙ୍କୁ ଗତକାଲି ଗିରଫ କରାଯାଇଛି। ସେଠାରୁ କଡ଼ା ସୁରକ୍ଷା ମଧ୍ୟରେ ସେମାନଙ୍କୁ ହରଦା ପଠାଯାଇଛି।

ଗତକାଲି ହରଦାରେ ବେଆଇନ୍‌ ବାଣ ଫ୍ୟାକ୍ଟ୍ରିରେ ହୋଇଥିବା ବିସ୍ଫୋରଣରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭୫ ଜଣ ଗୁରୁତର ହୋଇଛନ୍ତି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଏଠାରେ କାମ କରୁଥିବା ଲୋକଙ୍କ ମୃତଦେହ ଚାରିଆଡେ ଖଣ୍ଡ ବିଖଣ୍ଡିତ ହୋଇ ବହୁ ଦୂର ଯାଏ ବିଛାଡି ହୋଇ ପଡିଥିଲା। କେଉଁଠି କାହାର କଟା ହାତ ପଡିଥିଲା ତ ଆଉ କେଉଁଠି କାହାର କଟା ଗୋଡ ପଡ଼ିଥିଲା। ସେହିପରି ନିଆଁରେ ପୋଡି ଗୁରୁତର ହୋଇଥିବା ୧୭୫ ଜଣଙ୍କୁ ତୁରନ୍ତୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

Also Read

ବିସ୍ଫୋରଣ ଯୋଗୁ ଆଖପାଖରେ ଥିବା ୫୦ଟି ଘରେ ନିଆଁ ଲାଗିଯାଇଥିଲା। ବିସ୍ଫୋରଣ ଶବ୍ଦରେ ପ୍ରାୟ ଏକ ଡଜନରୁ ଅଧିକ ଘରର ଝରକା କାଚ ଭାଙ୍ଗି ଯାଇଥିଲା। ପୂରା ଅଞ୍ଚଳର ଲୋକେ ଆତଙ୍କିତ ହୋଇପଡିଥିଲେ। ଏହି ବାଣ ଫ୍ୟାକ୍ଟ୍ରିଟି ବେଆଇନ୍‌ ଭାବେ ଦୀର୍ଘ ଦିନ ଧରି ଚାଲିଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story