ଡ୍ୟୁଟିରୁ ଫେରିଲେ ସିପାହୀ, ରୁମ୍‌ରୁ ଶୁଭିଲା ଗୁଳିର ଶବ୍ଦ

ଶିବ ରାତ୍ରୀରେ ଡ୍ୟୁଟିରେ ନିୟୋଜିତ ଥିଲେ ପୁଲିସ୍‌ କର୍ମୀ। ସେଠାରୁ ସେ ନିଜ ରୁମ୍‌କୁ ଫେରିଥିଲେ। କିଛି ସମୟରେ ରୁମ୍‌ରୁ ଶୁଭିଲା ଗୁଳିର ଶବ୍ଦ ।

police-constable

ଅରୁଣ କୁମାର । (ଫାଇଲ ଫଟୋ)

Niharika Rout
  • Published: Saturday, 09 March 2024
  • Updated: 09 March 2024, 09:40 AM IST

Sports

Latest News

ଶିବ ରାତ୍ରୀରେ ଡ୍ୟୁଟିରେ ନିୟୋଜିତ ଥିଲେ ପୁଲିସ୍‌ କର୍ମୀ। ସେଠାରୁ ସେ ନିଜ ରୁମ୍‌କୁ ଫେରିଥିଲେ। କିଛି ସମୟରେ ରୁମ୍‌ରୁ ଶୁଭିଲା ଗୁଳିର ଶବ୍ଦ । ସହକର୍ମୀମାନେ ଦୌଡ଼ି ଆସି କବାଟ ଭାଙ୍ଗି ପୁଲିସ୍‌ କର୍ମୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଲେ।

ଏପରି ଏକ ଘଟଣା ଉତ୍ତରପ୍ରଦେଶର ବରେଲିରେ ଘଟିଛି। ମୃତକଜଣକ ଅରୁଣ ଯାଦବ ବୋଲି ଜଣାଯାଇଛି । ତାଙ୍କ ବୟସ ୨୫ ବର୍ଷ ହୋଇଥିବା ବେଳେ ସେ ଉତ୍ତରପ୍ରଦେଶ ପୁଲିସ୍‌ରେ ସିପାହୀ ଭାବେ କାମ କରୁଥିଲେ।

Also Read

ଗତକାଲି ଅରୁଣଙ୍କର ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଶିବ ମନ୍ଦିରରେ ଡ୍ୟୁଟି ପଡ଼ିଥିଲା। ସେଠାରୁ କାମ ସାରି ସେ ନିଜ କ୍ୱାର୍ଟର୍ସକୁ ଫେରିଥିଲେ। ଏହାର କିଛି ସମୟ ପରେ ପାଖପଡ଼ୋଶୀଙ୍କୁ ଗୁଳି ଫୁଟିବା ଶବ୍ଦ ଶୁଭିଲା। ସେମାନେ ତୁରନ୍ତ ଅରୁଣଙ୍କ କବାଟ ଭାଙ୍ଗିଥିବା ବେଳେ ତାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ଚଟାଣରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ପାରିବାରିକ କାରଣ ଯୋଗୁ ଅରୁଣ ଏପରି ଚରମ ପଦକ୍ଷେପ ଉଠାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୁଲିସ୍ ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story