ପଦ୍ମପୁର ଉପନିର୍ବାଚନ: ୧୬ ଜିଆରଏସଙ୍କୁ ବଦଳି କଲେ ଜିଲ୍ଲାପାଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ନିର୍ବାଚନମଣ୍ଡଳୀର କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ତୁରନ୍ତ ବଦଳି କରିବା ନିମନ୍ତେ ବିଜେପିର ଦାବି ପରେ ୧୬ଜଣ ଜିଆରଏସଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବଦଳି କରାଯାଇଛି । ପଦ୍ମପୁର ନିର୍ବାଚନମଣ୍ଡଳୀରେ ଭୋଟର ଥିବା ସରକାରୀ କର୍ମଚାରୀଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି କରିବା ନିମନ୍ତେ ବିଜେପି ପକ୍ଷରୁ ଗତ ୪ଦିନ ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରାଯାଇଥିଲା । ସେହିପରି ନିର୍ବାଚନ […]

election-

election-

Ordigital Desk
  • Published: Wednesday, 23 November 2022
  • Updated: 23 November 2022, 07:57 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ନିର୍ବାଚନମଣ୍ଡଳୀର କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ତୁରନ୍ତ ବଦଳି କରିବା ନିମନ୍ତେ ବିଜେପିର ଦାବି ପରେ ୧୬ଜଣ ଜିଆରଏସଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବଦଳି କରାଯାଇଛି । ପଦ୍ମପୁର ନିର୍ବାଚନମଣ୍ଡଳୀରେ ଭୋଟର ଥିବା ସରକାରୀ କର୍ମଚାରୀଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି କରିବା ନିମନ୍ତେ ବିଜେପି ପକ୍ଷରୁ ଗତ ୪ଦିନ ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରାଯାଇଥିଲା । ସେହିପରି ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନର ଅଭିଯୋଗ ବିଜେପି କରିବା ପରେ ଆଜି ମଧ୍ୟ ଜଣେ ପ୍ରିନ୍ସିପାଲ ଓ ୨ଜଣ ଅଧ୍ୟାପକଙ୍କୁ ନିଲମ୍ବନ କରାଯାଇଛି।

ଆଜି ବରଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟାଳୟରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ପଦ୍ମପୁର ବ୍ଲକର ୬ଜଣ, ପାଇକମାଳ ବ୍ଲକର ୮ଜଣ ଓ ଝାରବନ୍ଧ ବ୍ଲକର ୨ଜଣ ଜିଆରଏସଙ୍କୁ ବଦଳି କରାଯାଇଛି । ଏହି ଜିଆରଏସମାନଙ୍କୁ ଗାଏସିଲେଟ, ଭଟଲି,ସୋହେଲା, ବରଗଡ଼, ବରପାଲି, ଅତାବିରା ଓ ଆମ୍ବାଭୋନା ବ୍ଲକର ବିଭିନ୍ନ ପଂଚାୟତକୁ ବଦଳି ହୋଇଛି।

ବଦଳି ହୋଇଥିବା ଅଧିକାଂଶ ଜିଆରଏସଙ୍କ ଘର ପଦ୍ମପୁର ନିର୍ବାଚନମଣ୍ଡଳୀରେ ହୋଇଥିବାବେଳେ ସେମାନଙ୍କୁ ତୁରନ୍ତ ରିଲିଭ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଜିଆରଏସମାନଙ୍କ ବଦଳି ହୋଇଛି ସେମାନେ ଝାରବନ୍ଧ ବ୍ଲକର ଜିଆରଏସ୍ ଲୋଚନ ନାଗ, ପଦ୍ମଲୋଚନ ସରାଫ, ପଦ୍ମପୁର ବ୍ଲକର ଜିଆରଏସ ରଜିନ୍ ସାହୁ, ଜିବର୍ଦ୍ଧନ ସାହୁ, ଶିବାନୀ ଭୋଇ, ବିବେକାନନ୍ଦ ପଟେଲ, ସୁଜିତ୍ ପଣ୍ଡା ଓ ଝୁମି ଭୋଇ ଏବଂ ପାଇକମାଳ ବ୍ଲକର ରିତୁପୂର୍ଣ୍ଣା ସିଂ ବରିହା,ଚୁନମାଟି ବାଗ, ସୁରେନ୍ଦ୍ର ସାହୁ, ବୃନ୍ଦାବନ ସାହୁ, ଛବରାମ ସୋନି, ନରେନ୍ଦ୍ର ମହାନ୍ତିଙ୍କ ବଦଳି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story