ମହଙ୍ଗା ପଡ଼ିଲା ମହିଳାଙ୍କୁ ପଚା ଫଳ ବିକିବା, ବନ୍ଧା ହେଲେ ୪ଅଭିଯୁକ୍ତ

ମହିଳାଙ୍କୁ ଭଲ ଫଳ ଯାଗାରେ ପଚା ଫଳ ଦେଇ ଦେଇଥିଲେ। ଦୋକାନୀ ଜଣଙ୍କ ଭାବିଥିଲେ ମହିଳା ଜଣଙ୍କ ଏହି ବିଷୟରେ କିଛି ଜାଣି ପାରିବେନି।

shop keeper arrested PhotoOR

ପୁଲିସ ୪ ଜଣଙ୍କୁ ଗିରଫ କରିଛି

Tapaswini Nayak
  • Published: Friday, 17 February 2023
  • Updated: 17 February 2023, 08:05 AM IST

Sports

Latest News

ମହିଳାଙ୍କୁ ଭଲ ଫଳ ଯାଗାରେ ପଚା ଫଳ ଦେଇ ଦେଇଥିଲେ। ଦୋକାନୀ ଜଣଙ୍କ ଭାବିଥିଲେ ମହିଳା ଜଣଙ୍କ ଏହି ବିଷୟରେ କିଛି ଜାଣି ପାରିବେନି। ହେଲେ ମହିଳାଙ୍କୁ ପଚା ଫଳ ବିକିବା ଦୋକାନୀଙ୍କୁ ମହଙ୍ଗା ପଡ଼ିଲା। ମହିଳା ଜଣଙ୍କ ଥାନାରେ ଦ୍ୱାରସ୍ଥ ହେବା ପରେ ବନ୍ଧା ହେଲେ ଦୋକାନୀ। ଏପରି ଘଟଣା ଘଟିଛି କଟକ ବାଦାମବାଡ଼ି ଅଞ୍ଚଳରୋ

ଗତକାଲି କଟକ ଅଞ୍ଚଳର ଜଣେ ମହିଳା ବାଦାମବାଡ଼ିରୁ ଫଳ କିଣି ଘରକୁ ନେଇଥିଲେ। ଘରେ ପହଞ୍ଚିଲା ବେଳକୁ ଫଳ ଗୁଡ଼ିକ ପଚା ବାହାରିଥିଲା। ମହିଳା ଜଣଙ୍କ ଏହି ଫଳ ନେଇ ଦୋକାନୀ ପାଖକୁ ଆସିଥିଲେ। କାହିଁକି ପଚା ଫଳ ଦେଇଛ ବୋଲି ପ୍ରଶ୍ନ କରିଥିଲେ। ଏନେଇ ଦୋକାନୀ ଓ ମହିଳାଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ମହିଳା ଜଣଙ୍କ ଫଳ ଧରି ବାଦାମ ବାଡ଼ି ଥାନାରେ ଦ୍ୱାରସ୍ଥ ହୋଇଥିଲେ। ଫଳ ଦୋକାନୀ ନାଁରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ୪ଜଣଙ୍କୁ ଗିରଫ କରିଥିଲା। ଏହାସହ ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। 

Also Read

 ସୂଚନାଯୋଗ୍ୟ, କଟକ ବାଦାମବାଡ଼ି ଅଞ୍ଚଳରେ ଭଲ ଫଳ ସ୍ଥାନରେ ଦୋକାନୀମାନେ ପଚା ଫଳ ବିକ୍ରି କରୁଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସିଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story