ଦାମୀ ଗାଡ଼ିରେ ଚାଲାଣ ହେଉଥିଲା ଗଞ୍ଜେଇ, ରାଜଧାନୀରେ ପୁଲିସ ଧରି ପକାଇଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଞ୍ଜେଇ ମାଫିଆଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ। ଧରା ନପଡ଼ିବା ପାଇଁ ଦାମୀ କାର୍‌ରେ ଗଞ୍ଜେଇ ଚାଲାଣ କରୁଥିଲେ। ହେଲେ ଦୁର୍ଭାଗ୍ୟକୁ ଭୁବନେଶ୍ୱର କମିଶନରେଟ୍‌ ପୁଲିସ ହାତରେ ଧରା ପଡ଼ିଗଲେ। ଏହି ଘଟଣାରେ ପୁଲିସ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଥିବା ବେଳେ ୨ଟି ଦାମୀ କାର୍‌ ଜବତ କରିଛି। କନ୍ଧମାଳରୁ ଆସିଥିବା ଗଞ୍ଜେଇ ରାଜଧାନୀରେ ଡେଲିଭରୀ ହୋଇଥାନ୍ତା। ହେଲେ ଡେଲିଭରୀ ପୂର୍ବରୁ ଭୁବନେଶ୍ୱର ସହିଦ ନଗର ଥାନା ଅନ୍ତର୍ଗତ ବାଙ୍କୁଆଳ ନିକଟରେ କମିଶନରେଟ୍‌ ପୁଲିସ ସେମାନଙ୍କୁ […]

bhubaneswar

bhubaneswar

Manoranjan Sial
  • Published: Tuesday, 03 November 2020
  • Updated: 03 November 2020, 05:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଞ୍ଜେଇ ମାଫିଆଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ। ଧରା ନପଡ଼ିବା ପାଇଁ ଦାମୀ କାର୍‌ରେ ଗଞ୍ଜେଇ ଚାଲାଣ କରୁଥିଲେ। ହେଲେ ଦୁର୍ଭାଗ୍ୟକୁ ଭୁବନେଶ୍ୱର କମିଶନରେଟ୍‌ ପୁଲିସ ହାତରେ ଧରା ପଡ଼ିଗଲେ। ଏହି ଘଟଣାରେ ପୁଲିସ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଥିବା ବେଳେ ୨ଟି ଦାମୀ କାର୍‌ ଜବତ କରିଛି।

କନ୍ଧମାଳରୁ ଆସିଥିବା ଗଞ୍ଜେଇ ରାଜଧାନୀରେ ଡେଲିଭରୀ ହୋଇଥାନ୍ତା। ହେଲେ ଡେଲିଭରୀ ପୂର୍ବରୁ ଭୁବନେଶ୍ୱର ସହିଦ ନଗର ଥାନା ଅନ୍ତର୍ଗତ ବାଙ୍କୁଆଳ ନିକଟରେ କମିଶନରେଟ୍‌ ପୁଲିସ ସେମାନଙ୍କୁ ଧରି ପକାଇଥିଲା। ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ଘର କନ୍ଧମାଳରେ ହୋଇଥିବା ବେଳେ ଆଉ ଜଣଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ବୋଲି ଜଣାପଡିଛି। ଉଭୟରେ କନ୍ଧମାଳରୁ ଗଞ୍ଜେଇ ଆଣି ରାଜଧାନୀରେ ବେପାର କରୁଥିବା ଅଭିଯୋଗ ହୋଇଛି। କେହି ଯେପରି ସନ୍ଦେହ କରିବେନାହିଁ, ସେଥିପାଇଁ ଅଭିଯୁକ୍ତମାନେ ଦାମୀ ଗାଡି ବ୍ୟବହାର କରୁଥିଲେ। ଅଭିଯୁକ୍ତମାନେ ପୂର୍ବରୁ ଜେଲ ଯାଇଥିବା ବେଳେ ସେମାନଙ୍କ ନାମରେ ଏକାଧିକ ମାମଲା ରହିଥିବା ସୂଚନା ମିଳିଛି। କମିଶନରେଟ୍‌ ପୁଲିସ ଅଭିଯୁକ୍ତଙ୍କଠାରୁ ୧୪ କେଜି ଗଞ୍ଜେଇ ଓ ୨ଟି କାର ଜବତ କରିଛି।

ପଢ଼ନ୍ତୁ : ଭୋଟ ଦେବାକୁ ଯାଉଥିବା ବେଳେ ଟଳି ପଡ଼ିଲେ ବୃଦ୍ଧା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story