କଳ୍ପନାଜଳ୍ପନାର ଅନ୍ତ: ଘରେ ପହଞ୍ଚିଲେ ବାବୁଲା ପଣ୍ଡା

<p>[vc_row][vc_column][vc_video link=&quot;: ସବୁ କଳ୍ପନଜଳ୍ପନାର ଅବସାନ ଘଟାଇ ଶେଷରେ ଘରେ ପହଞ୍ଚିଲେ ବାବୁଲା ପଣ୍ଡା। ଗତମାସ ୧୬ ତାରିଖରେ ରାଜଧାନୀରୁ ନିଖୋଜ ହୋଇ ଚର୍ଚ୍ଚାରେ ଥିବା ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ନାତି ବାବୁଲା ପଣ୍ଡା ଆଜି ଭୋରରେ ତାଙ୍କ ଜୟପୁରସ୍ଥିତ ଘରେ ପହଞ୍ଚଛନ୍ତି। ବାବୁଲା ଘରେ ପହଞ୍ଚିଥିବା ନେଇ ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି।</p> <p>ଗତକାଲି କଟକ ବଡ ମେଡିକାଲରୁ ଡିସଚାର୍ଜ ହେବା ପରେ ବାବୁଲ ଜୟପୁର ଅଭିମୁଖେ ଯାତ୍ରା କରିଥିଲେ।[/vc_column_text][/vc_column][/vc_row]</p>

Ordigital Desk
  • Published: Saturday, 13 May 2017
  • Updated: 13 May 2017, 08:05 AM IST
<p>[vc_row][vc_column][vc_video link=&quot;: ସବୁ କଳ୍ପନଜଳ୍ପନାର ଅବସାନ ଘଟାଇ ଶେଷରେ ଘରେ ପହଞ୍ଚିଲେ ବାବୁଲା ପଣ୍ଡା। ଗତମାସ ୧୬ ତାରିଖରେ ରାଜଧାନୀରୁ ନିଖୋଜ ହୋଇ ଚର୍ଚ୍ଚାରେ ଥିବା ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ନାତି ବାବୁଲା ପଣ୍ଡା ଆଜି ଭୋରରେ ତାଙ୍କ ଜୟପୁରସ୍ଥିତ ଘରେ ପହଞ୍ଚଛନ୍ତି। ବାବୁଲା ଘରେ ପହଞ୍ଚିଥିବା ନେଇ ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି।</p><p>ଗତକାଲି କଟକ ବଡ ମେଡିକାଲରୁ ଡିସଚାର୍ଜ ହେବା ପରେ ବାବୁଲ ଜୟପୁର ଅଭିମୁଖେ ଯାତ୍ରା କରିଥିଲେ।[/vc_column_text][/vc_column][/vc_row]</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos