ନବୀନଙ୍କ ଚତୁର୍ଥ ପାଳିର ପ୍ରଥମ ବର୍ଷ: ସରକାରଙ୍କୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ୱର: ନବୀନ ସରକାରଙ୍କ ଚତୁର୍ଥପାଳିର ପ୍ରଥମ ବର୍ଷ ଶେଷ ହେଉଥିବା ବେଳେ ବିଜେପି ଆଜି ନବୀନ ସରକାରଙ୍କୁ ଟାର୍ଗେଟ କରିଛି। ରାଜ୍ୟ କାର୍ଯ୍ୟଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମଳିନୀରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଅଭିଯୋଗ କରିଛନ୍ତି ଯେ, ରାଜ୍ୟକୁ ଶାସନ କରିବାରରେ ନବୀନ ଅସମର୍ଥ। କେବଳ ଦୁଇ ତିନି ଜଣ ଅଫିସର ସମସ୍ତ ନିଷ୍ପତ୍ତି ନେଉଛନ୍ତି। ସେ ଆହୁରି କହିଥିଲେ ଯେ, ଶିଶୁ ନିଖୋଜ, ଦେହ ବ୍ୟବସାୟ, ଇତିଶ୍ରୀ ହତ୍ୟା ମାମଲା ଓ ଚିଟଫଣ୍ଡ […]

bjp

bjp

Rakesh Mallick
  • Published: Tuesday, 19 May 2015
  • Updated: 19 May 2015, 08:44 AM IST

Sports

Latest News

ଭୁବନେଶ୍ୱର: ନବୀନ ସରକାରଙ୍କ ଚତୁର୍ଥପାଳିର ପ୍ରଥମ ବର୍ଷ ଶେଷ ହେଉଥିବା ବେଳେ ବିଜେପି ଆଜି ନବୀନ ସରକାରଙ୍କୁ ଟାର୍ଗେଟ କରିଛି। ରାଜ୍ୟ କାର୍ଯ୍ୟଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମଳିନୀରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଅଭିଯୋଗ କରିଛନ୍ତି ଯେ, ରାଜ୍ୟକୁ ଶାସନ କରିବାରରେ ନବୀନ ଅସମର୍ଥ। କେବଳ ଦୁଇ ତିନି ଜଣ ଅଫିସର ସମସ୍ତ ନିଷ୍ପତ୍ତି ନେଉଛନ୍ତି। ସେ ଆହୁରି କହିଥିଲେ ଯେ, ଶିଶୁ ନିଖୋଜ, ଦେହ ବ୍ୟବସାୟ, ଇତିଶ୍ରୀ ହତ୍ୟା ମାମଲା ଓ ଚିଟଫଣ୍ଡ ପରି ଦୁର୍ନୀତି ପ୍ରସଙ୍ଗରେ ସୁପ୍ରିମ କୋର୍ଟ ଓ ଅଡିଟର ଜେନେରାଲ ରାଜ୍ୟସରକାରଙ୍କୁ ବିଭିନ୍ନ ସମୟରେ ସମାଲୋଚନା କରିଛନ୍ତି। କେନ୍ଦ୍ରରୁ ମିଳୁଥିବା ଅର୍ଥକୁ ରାଜ୍ୟସରକାର ଠିକ ଭାବରେ ଖର୍ଚ୍ଚ କରିପାରୁନାହାନ୍ତି। ଫଳରେ ଗତବର୍ଷ ଏକ ହଜାର କୋଟିର କେନ୍ଦ୍ରୀୟ ଅର୍ଥ ଫେରି ଯାଇଛି। ଯୁବକମାନଙ୍କୁ ନିଯୁକ୍ତି ଦେବାରେ ମଧ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ସେ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ରାଜ୍ୟସରକାରଙ୍କ ବିଭିନ୍ନ ଅଙ୍ଗ ଅଚଳ ହୋଇଯାଇଥି‍ବା ଭଳି ପରିଲକ୍ଷିତ ହେଉଛି ବୋଲି ସେ କହିଥିଲେ।

ଅପରପକ୍ଷେ ବିଜେପିର ଏହି ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ, ବିଜେପିର ଏଭଳି ଅଭିଯୋଗ କିଛି ନୂଆ ନୁହେଁ। ପୁରୁଣା ଅଭିଯୋଗକୁ କେବଳ ଦୋହରାଯାଇଛି। କେନ୍ଦ୍ରୀୟ ଅର୍ଥ ଫେରିଯିବା ଅଭିଯୋଗ ଉପରେ ସେ କହିଛନ୍ତି କେଉଁ ନିଦ୍ଦିଷ୍ଟ କାରଣରୁ ଟଙ୍କା ଫେରିଲା ସେ ସମ୍ପର୍କରେ ବିଜେପି ସ୍ପଷ୍ଟ ଭାବେ କହିବା ଉଚିତ। ବିଜେଡି ସରକାରରେ ଅଫିସରମାନେ କବେଳ ନିଷ୍ପତ୍ତି ନେଉଥିବା ଅମିଯୋଗ ଉପରେ ସେ କହିଛନ୍ତି କେନ୍ଦ୍ରର ମୋଦିସରକାରରେ ମନ୍ତ୍ରୀଙ୍କ ଅବସ୍ଥା ଦୟନୀୟ । ତେଣୁ ବିଜେପି ବିଜେ଼ଡି ସରକାର କଥା ଉଠାଇବା ସ୍ପୃହଣୀୟ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story