ଶ୍ରୀମନ୍ଦିର ଦର୍ଶନ ହେଲା ଶେଷ ଦର୍ଶନ

ବିଶାଖାପାଟଣା ପାଖି ଦିବାକର ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଯାଇଥିଲେ। ଧାଡ଼ିରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ପରେ ମା’ ଲକ୍ଷ୍ମୀଙ୍କ ଦର୍ଶନ ବେଳେ ହଠାତ୍‌ ଅଚେତ ହୋଇପଡିଲେ। ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Puri PhotoOR

କାନ୍ଦବୋବାଳିରେ ଫାଟି ପଡ଼ୁଛି ମେଡ଼ିକାଲ୍‌

Manoranjan Sial
  • Published: Wednesday, 26 April 2023
  • Updated: 26 April 2023, 03:31 PM IST

ଶ୍ରୀମନ୍ଦିର ଦର୍ଶନ ହେଲା ଶେଷ ଦର୍ଶନ। ମା’ ଲକ୍ଷ୍ମୀଙ୍କ ଦର୍ଶନ ବେଳେ ଅଚେତ ହୋଇପଡିଲେ ଭକ୍ତ। ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Also Read

ବିଶାଖାପାଟଣା ପାଖି ଦିବାକର ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଯାଇଥିଲେ। ଧାଡ଼ିରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ପରେ ମା’ ଲକ୍ଷ୍ମୀଙ୍କ ଦର୍ଶନ ବେଳେ ହଠାତ୍‌ ଅଚେତ ହୋଇପଡିଲେ। ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃତଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story