ସଚିବାଳାୟ ଗୃହ ବିଭାଗରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ସଚିବାଳୟରେ ପୁଣି ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳୁ ଗୃହ ବିଭାଗରେ ଏହି ଅଗ୍ନିକାଣ୍ଡ ହୋଇଥିଲା। ବିଭାଗର ଷ୍ଟୋର୍ ରୁମରେ ନିଆଁ ଲାଗି କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ିଯାଇଥିବା ସୂଚନା ମିଳିଛି। ଆଜି ଦିନ ୧୧ଟା ବେଳେ ଏହି ନିଆଁ ଲାଗିଥିବା ଜଣାପଡିଥିଲା। ତେବେ ଅଗ୍ନିକାଣ୍ଡର କାରଣ କ’ଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବାବେଳେ ବିଦ୍ୟୁତ ସରବରାହକୁ ବନ୍ଦ କରିଦିଆଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଦୀର୍ଘ ସମୟ ଧରି ପରିଶ୍ରମ କରିବା ପରେ ନିଆଁ ଆୟତ୍ତକୁ […]

schabalaya (2)

schabalaya (2)

Rakesh Mallick
  • Published: Monday, 18 May 2015
  • Updated: 18 May 2015, 07:37 AM IST

Sports

Latest News

ଭୁବନେଶ୍ୱର: ସଚିବାଳୟରେ ପୁଣି ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳୁ ଗୃହ ବିଭାଗରେ ଏହି ଅଗ୍ନିକାଣ୍ଡ ହୋଇଥିଲା। ବିଭାଗର ଷ୍ଟୋର୍ ରୁମରେ ନିଆଁ ଲାଗି କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ିଯାଇଥିବା ସୂଚନା ମିଳିଛି। ଆଜି ଦିନ ୧୧ଟା ବେଳେ ଏହି ନିଆଁ ଲାଗିଥିବା ଜଣାପଡିଥିଲା। ତେବେ ଅଗ୍ନିକାଣ୍ଡର କାରଣ କ'ଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବାବେଳେ ବିଦ୍ୟୁତ ସରବରାହକୁ ବନ୍ଦ କରିଦିଆଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଦୀର୍ଘ ସମୟ ଧରି ପରିଶ୍ରମ କରିବା ପରେ ନିଆଁ ଆୟତ୍ତକୁ ଆସିଥିଲା। ତେବେ ଅଗ୍ନିକାଣ୍ଡରେ କେତେ କ୍ଷୟକ୍ଷତି ହୋଇଛି ସେ ନେଇ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ସେପଟେ ଅଗ୍ନିକାଣ୍ଡର କାରଣ ସଂପର୍କରେ ଅଗ୍ନିଶମ ବିଭାଗକୁ ରିପୋର୍ଟ ମାଗିଛି ଗୃହ ବିଭାଗ।

sachibalaya niaa

schibalayare nia

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story