ବଲାଙ୍ଗିର ମେଡିକାଲ କଲେଜରେ ୩ ଦିନ ଲାଗୁଛି ଅଲଟ୍ରାସାଉଣ୍ଡ ପରୀକ୍ଷା, ଲଗାଇବାକୁ ପଡ଼ୁଛି ଲାଇନ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଧାଡ଼ି ଧାଡ଼ି ହୋଇ ଥୁଆ ହେଉଛି ରୋଗୀଙ୍କ ପ୍ରେସକ୍ରିପସନ ଓ ରିସିଫ୍ଟ। ପ୍ରେସକ୍ରିପସନ ଉପରେ ଥୁଆ ହୋଇଛି ବଡ଼ ବଡ଼ ପଥର ଖଣ୍ଡ। କେତେବେଳେ କାହାର ନମ୍ବର ପଡ଼ିବ ସେମାନେ ଅଲଟ୍ରାସାଉଣ୍ଡ କରି ଘରକୁ ଯିବେ ତାହା ବି କାହାକୁ ଜଣାନାହିଁ। ତଥାପି ନିଜ ନମ୍ବର କେତେ ବେଳେ ଆସିବ, ଚାତକ ପରି ଚାହିଁ ରହିଛନ୍ତି ରୋଗୀ। ଏଭଳି ଘଟଣା କେଉଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳି […]

bhima bhoi medical college

bhima bhoi medical college

Tapaswini Nayak
  • Published: Friday, 03 June 2022
  • Updated: 03 June 2022, 02:11 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଧାଡ଼ି ଧାଡ଼ି ହୋଇ ଥୁଆ ହେଉଛି ରୋଗୀଙ୍କ ପ୍ରେସକ୍ରିପସନ ଓ ରିସିଫ୍ଟ। ପ୍ରେସକ୍ରିପସନ ଉପରେ ଥୁଆ ହୋଇଛି ବଡ଼ ବଡ଼ ପଥର ଖଣ୍ଡ। କେତେବେଳେ କାହାର ନମ୍ବର ପଡ଼ିବ ସେମାନେ ଅଲଟ୍ରାସାଉଣ୍ଡ କରି ଘରକୁ ଯିବେ ତାହା ବି କାହାକୁ ଜଣାନାହିଁ। ତଥାପି ନିଜ ନମ୍ବର କେତେ ବେଳେ ଆସିବ, ଚାତକ ପରି ଚାହିଁ ରହିଛନ୍ତି ରୋଗୀ। ଏଭଳି ଘଟଣା କେଉଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳି ନାହିଁ। ଏପରି ଦୃଶ୍ୟ ବୟାନ କରୁଛି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲର ଦୁରବସ୍ଥା।

ବଲାଙ୍ଗିର ଜିଲ୍ଲାରେ ଥିବା ଏହି ବଡ଼ ଡାକ୍ତରଖାନା ଉପରେ ଆଖପାଖ ପାଞ୍ଚଟି ଜିଲ୍ଲାର ରୋଗୀ ନିର୍ଭର କରିଥାଆନ୍ତି। ଦିନକୁ ଶହ ଶହ ରୋଗୀ ଏହି ଡାକ୍ତରଖାନାକୁ ଆସିଥାନ୍ତି। ହେଲେ ଡାକ୍ତରଖାନାରେ ଥିବା ଅଲଟ୍ରାସାଉଣ୍ଡ ବିଭାଗ କଥା ନ କହିବା ଭଲ। ଶହ ଶହ ରୋଗୀଙ୍କ ଅଲଟ୍ରା ସାଉଣ୍ଡ କରିବା ପାଇଁ ଅଛନ୍ତି ଜଣେ ଡାକ୍ତର ଓ ଜଣେ ଟେକ୍ନିସିୟାନ। ହେଲେ ଏହି ବିଭାଗରେ ୩ ଜଣ ଡାକ୍ତର ଓ ୫ ଜଣ ଟେକ୍ନିସିୟାନ ରହିବା କଥା।

ଯେଉଁ ଡାକ୍ତର ଜଣଙ୍କ ଅଛନ୍ତି ସେ ମଧ୍ୟ କାମ ଚାପ ବଢିବାରୁ ଭି.ଆର.ଏସ୍  ଆବେଦନ କରି ଛୁଟିରେ ଥିବା ଜଣାପଡ଼ିଛି। ଏବେ ଜଣେ ଘରୋଇ ଡାକ୍ତରଙ୍କୁ ଡାକି ଦିନ ୩ଟାରୁ ୫ଟା ପର୍ଯ୍ୟନ୍ତ ଅଲଟ୍ରାସାଉଣ୍ଡ କରାଯାଉଛି। ମାତ୍ର ୨ ଘଣ୍ଟା ଭିତରେ ୧୦ରୁ ୨୦ ଜଣ ରୋଗୀଙ୍କ ଅଲଟ୍ରାସାଉଣ୍ଡ କରାଯାଉଛି। ଆଉ ଯେଉଁ ରୋଗୀମାନଙ୍କର ଏହି ଦୁଇ ଘଣ୍ଟା ଭିତରେ ନମ୍ବର ପଡ଼ୁ ନାହିଁ, ସେମାନେ ଅଲଟ୍ରାସାଉଣ୍ଡ କରିପାରନାହାନ୍ତି ସେମାନେ ତାପର ଦିନକୁ ଅପେକ୍ଷା ରହୁଛନ୍ତି। ନ ହେଲେ ନିଜ ଘରକୁ ଫେରି ଯାଉଛନ୍ତି।

ଜଣେ ରୋଗୀକୁ ଅଲଟ୍ରାସାଉଣ୍ଡ କରିବା ପାଇଁ ତାର ନମ୍ବର ଆସିବା ପାଇଁ ୨ରୁ ୩ ଦିନ ଲାଗି ଯାଉଥିବା ଜଣାଯାଛି। ଯାହାଫଳରେ ରୋଗୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଠିକ୍ ସମୟରେ ଅଲଟ୍ରାସାଉଣ୍ଡ ନ କରିବା ଫଳରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେଉଥିବା ରୋଗୀମାନେ ଅଭିଯୋଗ କରିଛନ୍ତି।

ଜଣେ ରୋଗୀଙ୍କ ସର୍ମ୍ପକୀୟ କହିଛନ୍ତି, ଅଲଟ୍ରାସାଉଣ୍ଡ କରିବା ପାଇଁ ୨ରୁ ୩ ଅପେକ୍ଷା କରିବାକୁ ପଡ଼ୁଛି। ଅଲଟ୍ରାସାଉଣ୍ଡ ପାଇଁ ସକାଳୁ ୩ଟା ପର୍ଯ୍ୟନ୍ତ କିଛି ନଖାଇ ଭୋକିଲା ରହିବାକୁ ପଡ଼ୁଛି। ଅଲଟ୍ରାସାଉଣ୍ଡ ବିଳମ୍ବ ହେଉଥିବାରୁ କେତେକ ଲୋକ ଫେରି ଯାଉଛନ୍ତି। ଅଲଟ୍ରାସାଉଣ୍ଡ ପାଇଁ ୩୦ ଟଙ୍କା ନିଆଯାଉଛି।

ଭୀମଭୋଇ ମେଡିକାଲ କଲେଜ ହସପିଟାଲ(ବିବିଏମସିଏଚ)ର ଡାଇଲିସିସ ବିଭାଗରେ ମଧ୍ୟ ଅନେକ ସମସ୍ୟା ଦେଖାଦେଇଛି। ରୋଗୀଙ୍କୁ ଯେତେ ସମୟ ଡାଇଲିସିସ କରିବା କଥା, ସେତେ ସମୟ ଡାଇଲିସିସ କରାଯାଉନାହିଁ। ରୋଗୀଙ୍କ ଠାରୁ ଡାଇଲିସିସ ପାଇଁ ଟଙ୍କା ନିଆଯାଉଥିବା ଅଭିଯୋଗ ହୋଇଛି। ୯ଟି ଡାଇଲିସିସ ମେସିନରୁ କିଛି ମେସିନ କାମ କରୁନି।

ୱାର୍ଡର ଏସି ଠିକରେ କାମ କରୁନଥିବା ମଧ୍ୟ ଅଭିଯୋଗ ହୋଇଛି। ଏହା ସହିତ ହସପିଟାଲରେ ଆଜି ପର୍ଯ୍ୟନ୍ତ ଏମ.ଆର.ଆଇ ମେସିନଟେ ନାହିଁ। ଏକ୍ସରେ ମେସିନ ମଧ୍ୟ ବ‍ରମ୍ୱାର ଅଚଳ ହେଇଯାଉଛି।

ହସପିଟାଲର ବିଭିନ୍ନ ସମସ୍ୟାକୁ ନେଇ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସହିତ ବିଭିନ୍ନ ସଂଗଠନର କର୍ମକର୍ତ୍ତା ବଲାଙ୍ଗିର ବି.ବି.ଏମ.ସି.ଏଚ. ଅଧିକ୍ଷକ ମହେନ୍ଦ୍ର ନାୟକଙ୍କୁ ଭେଟି ଥିଲେ।  ସମସ୍ୟାର ସମାଧାନ ନ ହେଲେ ଅନ୍ଦୋଳନର ଚେତାବନୀ ଦେଇଥିଲା ସ୍ୱେଚ୍ଛାସେବୀ ସଂଗଠନ।

ବଲାଙ୍ଗିର ବି.ବି.ଏମ.ସି.ଏଚ. ଅଧିକ୍ଷକ ମହେନ୍ଦ୍ର ନାୟକ କହିଛନ୍ତି, ହସପିଟାଲର ସମସ୍ୟା ନେଇ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ଏକ ଦାବି ପତ୍ର ଦେଇଛନ୍ତି। ଅଲଟ୍ରାସାଉଣ୍ଡ ବିଭାଗର ଜଣେ ଡାକ୍ତର ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଯାଇଛନ୍ତି। ସେଥିପାଇଁ ଘରୋଇ ଡାକ୍ତରଙ୍କୁ ଡାକି ଅଲଟ୍ରାସାଉଣ୍ଡ କରାଯାଉଛି। ସମସ୍ୟା ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି।

ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ କହିଛନ୍ତି ଯେ, ହସପିଟାଲର ସମସ୍ୟା ବିଷୟରେ ମୁଁ ଜିଲ୍ଲାପାଳଙ୍କ ସହ କଥା ହୋଇଛି। ରାଜ୍ୟ ସରକାର ଯଦି ଟେକ୍ନିସି୍ଆନ ଦେଇପାରୁ ନାହାନ୍ତି, ତାହାହେଲେ ଡାକ୍ତରଖାନାରେ ପ୍ରାଇଭେଟ୍ ଟେକ୍ନିସି୍ଆନ ନିଯୁକ୍ତି କରିବା ପାଇଁ ଜିଲ୍ଲାପାଳଙ୍କ ସହ କଥା ହୋଇଛି। କୋଭିଡ୍‌ ସମୟରେ ସାଂସଦଙ୍କ ଫଣ୍ଡ ଓ କେନ୍ଦ୍ର ସରକାରଙ୍କ ଫଣ୍ଡରୁ ଯେଉଁ ଟଙ୍କା ମିଳିଥିଲା, ସେହି ଟଙ୍କା ଅଣାଯାଇ ପ୍ରାଇଭେଟ୍ ଟେକ୍ନିସି୍ଆନଙ୍କ ଦିଆଯାଉ।

ସାଧାରଣ ଲୋକଙ୍କ ସୁସ୍ଥ ଓ ନିରାମୟ ଜୀବନ ପାଇଁ ସରକାର କେତେ କଣ ଯୋଜନା କରୁଛନ୍ତି। ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ଏହା ସତ୍ତ୍ୱେ ମଧ୍ୟ ଡାକ୍ତରଖାନାରେ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ସଠିକ୍ ଚିକିତ୍ସା ନ ପାଇ ମୃତ୍ୟୁ ବରଣ କରୁଛନ୍ତି।

https://youtu.be/l4K9W6N3GWo

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story