‘୧୭ ଲକ୍ଷ ନକଲି ଭୋଟର’ଙ୍କ ତାଲିକା ଦାଖଲ କଲେ ଶୁଭେନ୍ଦୁ ଅଧିକାରୀ

ଅଧିକାରୀ ୨୪ଟି ବ୍ୟାଗରେ ନକଲି ଭୋଟରଙ୍କ ତାଲିକା ସମ୍ପର୍କିତ କାଗଜପତ୍ର ଧରି ପଶ୍ଚିମବଙ୍ଗରେ ଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ପାଖରେ ପହଞ୍ଚିଥିଲେ।

Suvendu Adhikari

ନକଲି ଭୋଟର ତାଲିକା ନେଇ ଯାଉଛନ୍ତି ଶୁଭେନ୍ଦୁ ଅଧିକାରୀ

Hemant Lenka
  • Published: Thursday, 29 February 2024
  • Updated: 29 February 2024, 04:56 PM IST

ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ବୁଧବାର ରାଜ୍ୟରେ ଥିବା ପ୍ରାୟ ୧୭ ଲକ୍ଷ ତଥାକଥିତ ନକଲି ଭୋଟରଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି। ନକଲି ଭୋଟରଙ୍କ ନାଁ,ଗାଁ ଓ ଠିକଣା ରହିଥିବା ତାଲିକାଗୁଡ଼ିକୁ ସେ ବ୍ୟାଗରେ ଭର୍ତ୍ତି କରି ନିର୍ବାଚନ କମିଶନଙ୍କ ନିକଟରେ ଦଖଲ କରିଛନ୍ତି।

ବୁଧବାର ଶ୍ରୀ ଅଧିକାରୀ ୨୪ଟି ବ୍ୟାଗରେ ନକଲି ଭୋଟରଙ୍କ ତାଲିକା ସମ୍ପର୍କିତ କାଗଜପତ୍ର ଧରି ପଶ୍ଚିମବଙ୍ଗରେ ଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ପାଖରେ ପହଞ୍ଚିଥିଲେ। ଏହାପରେ ସେ ଗୋଟିଏ ସ୍ମାରକପତ୍ର ସିଇଓ ଅଫିସରେ ଦାଖଲ କରି ଦାବି କରିଥିଲେ ଯେ ପଶ୍ଚିମବଙ୍ଗରେ ୧୬,୯୧,୧୩୨ ଜଣ ନକଲି ଭୋଟର ଥିବା ବିଜେପି ଚିହ୍ନଟ କରିଛି।

Also Read

ସେ କହିଛନ୍ତି, “ଏହି ତାଲିକାରେ ପ୍ରାଣ ହରାଇ ସାରିଥିବା ଭୋଟର ଓ ରାଜ୍ୟ ଛାଡ଼ିଥିବା ଭୋଟରଙ୍କ ନାଁ ମଧ୍ୟ ରହିଛି। ସେହିପରି ଜଣେ ଭୋଟରଙ୍କ ନାଁ ଏକାଧିକ ସ୍ଥାନରେ ରହିଛି। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଓ ଟିଏମସି ମଧ୍ୟରେ ଭୋଟ ବ୍ୟବଧାନ ୧୭ ଲକ୍ଷ ରହିଥିଲା।

ଏବେ ୧୭ ଲକ୍ଷ ନକଲି ଭୋଟରଙ୍କ ତାଲିକା ସାମ୍ନାକୁ ଆସିଛି। ୧୪,୨୬୭ ପୃଷ୍ଠାର ଦସ୍ତାବିଜ ସହ ଆମେ ପେନ ଡ୍ରାଇଭରେ ସବୁ ତଥ୍ୟକୁ ଅପଲୋଡ କରି ସିଇଓ ଅଫିସରେ ଦାଖଲ କରିଛୁ। ଇସିଆଇ ମାର୍ଚ୍ଚ ମାସରେ ବେଙ୍ଗଲ ଆସିବାର ଅଛି। ସେ ସବୁ ରାଜନୀତିକ ଦଳ ସହ ବୈଠକ କରିବେ। ସେହି ସମୟରେ ଆମେ ଏସବୁ ଅନିୟମିତତା ସମ୍ପର୍କରେ ତାଙ୍କୁ ଅବଗତ କରିବୁ।”

ତେବେ ଅଧିକାରୀ ଆଣିଥିବା ସମସ୍ତ ଅଭିଯୋଗକୁ ସଂପୂର୍ଣ୍ଣ ଭାବେ ମିଛ ବୋଲି କହିଛି କ୍ଷମତାସୀନ ଟିଏମସି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story