ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଲଢ଼ିବାକୁ ନାମାଙ୍କନ ଦାଖଲ କଲେ ଅଞ୍ଜନୀ

୨୦୧୯ରେ ଅଞ୍ଜନୀ ମୟୂରଭଞ୍ଜ ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ।

Anjin Soren PhotoOR

ଅଞ୍ଜୀନ ସୋରେନ

Jitendra Garnayak
  • Published: Friday, 10 May 2024
  • Updated: 10 May 2024, 05:36 PM IST

Sports

Latest News

ମୟୂରଭଞ୍ଜ ଲୋକସଭା ଆସନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଅଞ୍ଜନୀ ସୋରେନ। ତା’ ସହିତ ସେ ମୟୂରଭଞ୍ଜ ଜିଲ୍ଲାର ସାରସକଣା ବିଧାନସଭା ଆସନ ପାଇଁ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। 

ଅଞ୍ଜନୀ ସୋରେନ ହେଉଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମ୍‌ଏମ୍‌ ସୁପ୍ରିମୋ ଶିବୁ ସୋରେନ୍‌ଙ୍କ ଝିଅ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଭଉଣୀ। ସେ ଜେଏମ୍‌ଏମ୍‌ର ରାଜ୍ୟ ସଭାପତି ଅଛନ୍ତି। 

Also Read

ଅଞ୍ଜନୀ ମୟୂରଭଞ୍ଜର ବୋହୂ। ୨୦୧୯ରେ ଅଞ୍ଜନୀ ମୟୂରଭଞ୍ଜ ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ସେ ୧ ଲକ୍ଷ ୩୫ ହଜାର ୫୫୨ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ।   

ଅଞ୍ଜନୀ ସୋରେନ୍ କହିଛନ୍ତି ଯେ ସେ ମୟୁରଭଞ୍ଜ ଜିଲ୍ଲାର ଆଦିବାସୀଙ୍କ ଦୁଃଖସୁଖରେ ସାଥିରେ ଅଛନ୍ତି। ଜଙ୍ଗଲ ଓ ଜମି ସହ ଆଦିବାସୀଙ୍କ ହକ୍‌ ପାଇଁ ସେ ରାଜନୀତିକୁ ଓହ୍ଲାଇ ଥିବା କହିଛନ୍ତି।

ରିପୋର୍ଟ- ବାରିପଦାରୁ ମାନିକ୍ ଲାଲ୍ ପାଣି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story