ଅବସର ଥିଲା ପ୍ରାକୃତିକ ଗ୍ୟାସ ଆଧାରିତ ଶବଦାହ ଗୃହର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପଣ ଉତ୍ସବର । ଅଧିକାରୀମାନେ ମେୟରଙ୍କୁ ଭେଟି ଦେଇଥିଲେ ନିମନ୍ତ୍ରଣ କହିଥିଲେ ଚାବି ନେଇ ଚଲାଅ । ଅପରାଜିତା କହିଲେ ମୋଦି ଏବଂ ଧର୍ମେନ୍ଦ୍ର କ୍ରେଡିଟ ନେଇଯିବେ ବୋଲି ଆସିଲେନି ମେୟର ।ଲୋକଙ୍କ ମଙ୍ଗଳ କାର୍ଯ୍ୟରେ ଏଭଳି ରାଜନୀତି ହେବା ଅନୁଚିତ କହିଲେ ଅପରାଜିତା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।