ଖଣି ଚାନ୍ଦାର ଗୁମର ଖୋଲିଲେ ବିମ୍ବାଧର

ବିଜେପିକୁ ଫେରିବା ପରେ ସେ ବିଜେଡିର ଖଣି ଚାନ୍ଦାର ଗୁମର ଖୋଲିଛନ୍ତି।

Manoj Swain
  • Published: Tuesday, 23 April 2024
  • Updated: 23 April 2024, 12:56 PM IST

Sports

Latest News

ବିଜେଡି ଛାଡ଼ି ବିଜେପିକୁ ଫେରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେପିର ପୂର୍ବତନ ରାଜ୍ୟ ସଭାପତି ବିମ୍ବାଧର କୁଅଁର। ଭୁବନେଶ୍ୱର ସ୍ଥିତ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ଅନ୍ୟମାନଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି। ବିଜେପିକୁ ଫେରିବା ପରେ ସେ ବିଜେଡିର ଖଣି ଚାନ୍ଦାର ଗୁମର ଖୋଲିଛନ୍ତି। ସୂଚନାଯୋଗ୍ୟ, ବିମ୍ବାଧର କୁଅଁର ବରଗଡ଼ ଜିଲ୍ଲାର ଭଟଲୀ ଆସନରୁ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos