ବିଜେଡିକୁ କଡ଼ା ସମାଲୋଚନା କଲେ ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ। କହିଲେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୪୨ ଶହ କୋଟି ଟଙ୍କା ଖର୍ଚ୍ଚ କଲେ, ଗୋଟିଏ ପାଚେରୀ ଓ ୩ ପାଇଖାନା ତିଆରି କରି କହୁଛନ୍ତି ରୂପାନ୍ତୀକରଣ ହୋଇଛି। ବିଜେପି ସରକାରକୁ ଆସିଲେ, ପ୍ରଥମ ଦିନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଘୋଟାଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରାଯିବ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।