କାନାଡାର ଟ୍ରାଭେଲ ଆଡଭାଇଜରି - ଭାରତ ଭ୍ରମଣ ବେଳେ ସର୍ତକତା ଜରୁରୀ

ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସାମାନ୍ୟ ତିକ୍ତତା ପରେ ନରମ ପଡ଼ିଛନ୍ତି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ।

Canada & India PM

ଜଷ୍ଟିନ ଟ୍ରୁଡେ ଓ ମୋଦି ।

Niharika Rout
  • Published: Wednesday, 20 September 2023
  • Updated: 20 September 2023, 08:13 AM IST

Sports

Latest News

ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ହରଦୀପ ସିଂ ନିଜ୍ଜାର ହତ୍ୟା ମାମଲାରେ ଭାରତ ଓ କାନାଡ଼ା ସମ୍ପର୍କରେ ତିକ୍ତତା ଦେଖାଦେବା ପରେ ଟ୍ରାଭେଲ ଆଡଭାଇଜାରୀ ଜାରି କରିଛି କାନାଡ଼ା । ଭାରତକୁ ଭ୍ରମଣ ଲାଗି ଆସୁଥିବା ପର୍ଯ୍ୟଟକଙ୍କ ଲାଗି କାନାଡ ପକ୍ଷରୁ ଜାରି କରାଯାଇଛି ଆଡଭାଇଜାରୀ ।

ବିଶେଷ କରି ଭାରତ ଆସୁଥିବା କାନାଡା ନାଗରିକଙ୍କୁ ଯଥାସମ୍ଭବ ଜମ୍ମୁ କଶ୍ମୀର ଗସ୍ତକୁ ଟାଳିବାକୁ ପରାମର୍ଶ ଦେଇଛି କାନାଡା। ଏସବୁ ସ୍ଥାନରେ ଅପହରଣ, ଆତଙ୍କବାଦୀ ଆକ୍ରମଣ ଭୟ ଥିବା ବେଳେ ସ୍ଥିତି ସାମାନ୍ୟ ନ ଥିବା କାନାଡା ପକ୍ଷରୁ କୁହାଯାଇଛି। ମାତ୍ର କାନାଡା ପକ୍ଷରୁ ଜାରି ଆଡଭାଇଜରିରେ କେନ୍ଦ୍ରଶାସିତ ଲଦାଖର ନାମ ଉଲ୍ଲେଖ ନାହିଁ।

ଏପଟେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସାମାନ୍ୟ ତିକ୍ତତା ପରେ ନରମ ପଡ଼ିଛନ୍ତି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ସେ କହିଛନ୍ତି ଏ ମାମଲାରେ କାନାଡ଼ା, ନୂଆଦିଲ୍ଲୀକୁ ଉସୁକାଇବାକୁ ଚାହେଁନି। ଭାରତ ଏ ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଉ ବୋଲି କହିଛନ୍ତି ଟ୍ରୋଡୋ। ଆମେ ଉତ୍ତେଜନା କିମ୍ବା ପ୍ରତିକ୍ରିୟାଶୀଳ ହେବାକୁ ଚାହୁଁ ନାହୁଁ। ଏହାର ଅନ୍ତର୍ଜାତୀୟ ନିୟମରେ ସୁଦୁରପ୍ରସାରୀ ପରିଣାମ ରହିଛି । ଆମେ ଶାନ୍ତି ରଖିବାକୁ ଚାହଁଛୁ। ଆମେ ଆମର ଗଣତାନ୍ତ୍ରିକ ନୀତି ଓ ମୂଲ୍ୟବୋଧକୁ ବଜାୟ ରଖିବାକୁ ଚାହିଁଛୁ ବୋଲି କହିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡେ ।

Also Read

କାନାଡ଼ାର ଖଲିସ୍ତାନୀ ନେତା ହରିଦୀପ ସିଂ ନିଜାରଙ୍କ ହତ୍ୟା ପଛରେ ଭାରତର ସଂପୃକ୍ତି ନେଇ ଅଭିଯୋଗ କରିଥିଲା କାନାଡ଼ା। କାନାଡ଼ା ସଂସଦରେ ଟ୍ରୋଡୋ ଏଭଳି ତଥ୍ୟ ରଖିଥିଲେ। ତେବେ ଭାରତ ପକ୍ଷରୁ ଏଇ ଅଭିଯୋଗକୁ ମିଛ ଓ ଅବାସ୍ତବ ବୋଲି କୁହାଯାଇଛି।

ତେବେ ଏ ଘଟଣାକୁ ନେଇ କାନାଡ଼ାରେ ଅବସ୍ଥାପିତ ବରିଷ୍ଠ କୁଟନୀତିଜ୍ଞଙ୍କୁ ବହିଷ୍କାର କରିଛଇ କାନାଡ଼ା। ଏପଟେ କାନାଡ଼ାର ଏଭଳି ପଦକ୍ଷେପ ପରେ ତୁରନ୍ତ ପାଲଟା କାର୍ଯ୍ୟାନୁଷ୍ଠାନ ନେଇଥିଲା ଭାରତ। କାନାଡ଼ାର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର ନିର୍ଦ୍ଦେଶ ଦିଆଯାଇଥିଲା। ୫ ଦିନ ଭିତରେ ସେ ଭାରତ ଛାଡ଼ି ଚାଲିଯିବାକୁ ବୈଦେଶିକ ବ୍ୟାପାର ବିଭାଗ ନିର୍ଦ୍ଦେଶ ଦେଇଥିଲା। ଏହି କୂଟନୀତିଜ୍ଞ ଜଣକଭାରତରେ ରହି ଭାରତ ବିରୋଧୀ କାର୍ଯ୍ୟକଳାପ ଓ ଆଭ୍ୟନ୍ତରୀଣ ବ୍ୟାପାରରେ ଲିପ୍ତ ଥିବାର ଅଭିଯୋଗ କରିଥିଲା ଭାରତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story