ଦଳୀୟ ସାଂସଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ: ମୁସଲିମ୍ ଭଉଣୀଙ୍କ ସହ ରକ୍ଷା ବନ୍ଧନ ପାଳନ କର

ମୁସଲମାନ ଭଉଣୀଙ୍କ ସହ ରକ୍ଷା ବନ୍ଧନ ପାଳନ କରିବାକୁ ବିଜେପି ସାଂସଦମାନଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

PM Narendra Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Debibandita Barick
  • Published: Wednesday, 02 August 2023
  • Updated: 02 August 2023, 11:22 AM IST

Sports

Latest News

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା, ତିନି ତଲାକ୍ ବ୍ୟାନ୍, ଧାରା-୩୭୦ ଉଚ୍ଛେଦ ପରେ ଦେଶରେ ଏକକ ନାଗରିକ ସଂହିତା ଅର୍ଥାତ୍ ୟୁନିୟନ୍ ସିଭିଲ୍ କୋଡ଼ ଲାଗୁ କରିବାକୁ ଯୋଜନା ରଖିଛନ୍ତି କେନ୍ଦ୍ରର ବିଜେପି ସରକାର। ଏକ ରାଷ୍ଟ୍ର, ଏକ ନୀତି ଲକ୍ଷ୍ୟ ମଧ୍ୟରେ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ। ମୁସଲମାନ ଭଉଣୀଙ୍କ ସହ ରକ୍ଷା ବନ୍ଧନ ପାଳନ କରିବାକୁ ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ସୋମବାର ରାତିରେ ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡର ବିଜେପି ନେତୃତ୍ୱାଧୀନ ଏନଡିଏ ସାଂସଦଙ୍କ ସହ ଏକ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ। ଏହି ବୈଠକରେ ସାଂସଦମାନଙ୍କୁ ମୁସଲନାମ ଭଉଣୀମାନଙ୍କ ସହ ରକ୍ଷା ବନ୍ଧନ ପାଳନ କରିବାକୁ ପରାମର୍ଶ ଦେଇଥିବା ସୂତ୍ରରୁ ପ୍ରକାଶ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ବିଜେପି କର୍ମକର୍ତ୍ତାମାନେ ଦେଶର ବିଭିନ୍ନ ବିଭାଗ ପାଇଁ କେନ୍ଦ୍ର ସରକାରଙ୍କ ବିକାଶମୂଳକ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ବୈଠକରେ ଯୋଗ ଦେଇଥିବା କିଛି ସାଂସଦ କହିଛନ୍ତି, 'ସମାଜର ପ୍ରତ୍ୟେକ ବର୍ଗ ସହ ଯୋଡ଼ି ହେବା ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଦଳ ପଛୁଆ ବର୍ଗଙ୍କ ପାଇଁ କାର୍ଯ୍ୟ କରୁଛି।'

Also Read

ସେହିପରି, ବିଜେପି ସରକାର ମୁସଲିମ ମହିଳାମାନଙ୍କ ପାଇଁ ଆଣିଥିବା ସଂସ୍କାରମୂଳକ ପଦକ୍ଷେପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମୁସଲିମ୍ ମହିଳାଙ୍କ ବିବାହ ଅଧିକାର ଉପରେ ସୁରକ୍ଷା ବିଲ୍ ୨୦୧୯ରେ ସଂସଦରେ ପାରିତ ହୋଇଥିବା ବେଳେ ଫୋନ୍ କଲ୍ କିମ୍ବା ସମ୍ମୁଖରେ ତିନି ତଲାକ୍ କହି ବିବାହ ବିଚ୍ଛେଦ ଭଳି ଆଇନକୁ ବେଆଇନ ଘୋଷଣା କରାଯାଇଛି। ଏଥିପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆଣାଯାଇଛି। ନିକଟରେ 'ମନ୍ କି ବାତ୍' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଚଳିତ ବର୍ଷ ୪,୦୦୦ରୁ ଅଧିକ ମୁସଲମାନ ମହିଳା ହଜରେ ଯିବା ଏକ ବୃହତ ପରିବର୍ତ୍ତନ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story