ସତ୍ୟବାଦୀ ପାଇଁ ସଞ୍ଜୟ-ଉମା ମୁହାଁମୁହିଁ

ପଞ୍ଚାୟତରେ କେତେ ଭୋଟର ଅଛନ୍ତି, ଯଦି ଉମା କିମ୍ବା ତାଙ୍କ ପତ୍ନୀ ସ୍ୱାଧିନ ଭାବରେ ପ୍ରାର୍ଥୀ ହୁଅନ୍ତି କେତେ ଭୋଟ ପାଇବେ, ବିଜେପିର ସ୍ଥିତି କଣ ଅଛି ପୁରା ଅପଡେଟ ନେଉଛନ୍ତି, ସଞ୍ଜୟ ଦାସ ବର୍ମା ।

Manoj Swain
  • Published: Wednesday, 28 February 2024
  • Updated: 28 February 2024, 04:02 PM IST

Sports

Latest News

ସତ୍ୟବାଦୀ ନିର୍ବାଚନମଣ୍ଡଳୀର ପୁରୁଖା ନେତାଙ୍କୁ ନେଇ ଧଉଳି ପାଦଦେଶରେ ଅଙ୍କ କଷୁଛନ୍ତି ବିଜେଡିର ଭେଟରାନ ଲିଡର ସଞ୍ଜୟ ଦାସ ବର୍ମା। କେଉଁ ପଞ୍ଚାୟତରେ କେମିତି ସ୍ଥିତି ଅଛି ପଚାରି ବୁଝୁଛନ୍ତି। ପଞ୍ଚାୟତରେ କେତେ ଭୋଟର ଅଛନ୍ତି, ଯଦି ଉମା କିମ୍ବା ତାଙ୍କ ପତ୍ନୀ ସ୍ୱାଧିନ ଭାବରେ ପ୍ରାର୍ଥୀ ହୁଅନ୍ତି କେତେ ଭୋଟ ପାଇବେ, ବିଜେପିର ସ୍ଥିତି କଣ ଅଛି ପୁରା ଅପଡେଟ ନେଉଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos