କଂଗ୍ରେସ ୮ ଲୋକସଭା ଓ ୪୯ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଯେଉଁଥିରେ ଅଛନ୍ତି ବହୁ ହେଭିୱେଟ୍। ତେବେ କୋରାପୁଟରୁ ସପ୍ତଗିରି ଉଲାକା ସାଂସଦ ପ୍ରାର୍ଥୀ ହୋଇଛନ୍ତି। ଲୋକସଭା ପ୍ରାର୍ଥୀ ନାଁ ଘୋଷଣା ପରେ କ’ଣ କହୁଛନ୍ତି ସପ୍ତଗିରି ଶୁଣନ୍ତୁ..
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।