'ରାଜ୍ୟରେ ଶଶିକଳା ସିଣ୍ଡ୍ରୋମ ଲକ୍ଷଣ ଦେଖାଗଲାଣି'

ରାଜ୍ୟ ସରକାରଙ୍କ ଉପରେ ପୁଣି ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟରେ ଶଶିକଳା ସିଣ୍ଡ୍ରୋମ ଲକ୍ଷଣ ଦେଖାଗଲାଣି କହିଲେ ଧର୍ମେନ୍ଦ୍ର।

Manoj Swain
  • Published: Monday, 28 August 2023
  • Updated: 28 August 2023, 05:47 PM IST

Sports

Latest News

ରାଜ୍ୟ ସରକାରଙ୍କ ଉପରେ ପୁଣି ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟରେ ଶଶିକଳା ସିଣ୍ଡ୍ରୋମ ଲକ୍ଷଣ ଦେଖାଗଲାଣି କହିଲେ ଧର୍ମେନ୍ଦ୍ର। ଗତକାଲି ଭୁବନେଶ୍ବର ସାଂସଦଙ୍କ ଗସ୍ତ ବେଳେ ତାଙ୍କୁ ପ୍ରାୟୋଜିତ ଭାବେ ବିରୋଧ କରାଯାଇଛି । ସଂଖ୍ୟା ବଳ ଅଛି ବୋଲି ପ୍ରତିପକ୍ଷଙ୍କୁ ଅପମାନିତ କରିବା ଜଘନ୍ୟ କଥା। ଗତକାଲି ସାସଂଦ ଅପରାଜିତା ଷଡ଼ଙ୍ଗୀ ଅଠାନ୍ତର ଗସ୍ତବେଳେ ଏସଏଚଜି ମହିଳାଙ୍କ ପକ୍ଷରୁ ହୋଇଥିବା ଟେକା ପଥର ଓ ଅଣ୍ଡା ମାଡ଼କୁ ନେଇ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos