ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ନେଇ ଧର୍ମେନ୍ଦ୍ରଙ୍କ କଟାକ୍ଷ: ୪-୫ଜଣ ବାବୁ ସକାଳୁ ବୁଲି ଫଟୋ ଉଠେଇଦେଲେ ମେଟ୍ରୋ ହୋଇଯାଏନି

ଆଜି ଭୁବନେଶ୍ୱର ରେଳ ଷ୍ଟେସନରେ ‘ତେଜସ ରେକଯୁକ୍ତ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସର ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମେଟ୍ରେ ଟ୍ରେନ ଚାଲିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଟାକ୍ଷ କରି କହିଛନ୍ତି ଯେ, ମେଟ୍ରେ ଟ୍ରେନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ହୁଏ।

Dharmendra Pradhan

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Jitendra Garnayak
  • Published: Monday, 14 August 2023
  • Updated: 14 August 2023, 07:25 PM IST

Sports

Latest News

“ଆମେ ଓଡ଼ିଆ ଲୋକ ବଡ଼ବଡ଼ କଥା ଜାଣି ପାରୁନି । ବଡ଼ ବଡ଼ ଟି-ବାବୁମାନେ ଫଟୋ ଉଠେଇ ଦେଉଛନ୍ତି, ଆମେ ଡରି ଯାଉଛୁ । ୪-୫ଜଣ ବାବୁ ସକାଳୁ ସକାଳୁ ଉଠି ବୁଲୁଛନ୍ତି ଆଉ ଫଟୋ ଉଠେଇ ଘୋଷଣା କରିଦେଉଛନ୍ତି ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ ପ୍ରକଳ୍ପ ହେବ । ମୁଁ ଯେତିକି ଜାଣିଛି କେନ୍ଦ୍ର-ରାଜ୍ୟ ମିଳିତ ଉଦ୍ୟମରେ ଏହି ମେଟ୍ରୋ ଟ୍ରେନ ପ୍ରକଳ୍ପ ହୁଏ । ଖାଲି ୪-୫ ବାବୁ ଯାଇ ସକାଳୁ ସକାଳୁ ବୁଲି ଫଟୋ ଉଠେଇ ଦେଲେ ମେଟ୍ରୋ ହୋଇଯାଏନି ।” ଆଜି ଏଭଳି ଢଙ୍ଗରେ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ।

ଆଜି ଭୁବନେଶ୍ୱର ରେଳ ଷ୍ଟେସନରେ ‘ତେଜସ ରେକଯୁକ୍ତ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସର ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମେଟ୍ରେ ଟ୍ରେନ ଚାଲିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଟାକ୍ଷ କରି କହିଛନ୍ତି ଯେ, ମେଟ୍ରେ ଟ୍ରେନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ହୁଏ ।  ୪-୫ ବାବୁ ସକାଳୁ ସକାଳୁ ଯାଇ ବୁଲି ଫଟୋ ଉଠାଇ ଘୋଷଣା କରିଦେଲେ ମେଟ୍ରୋ ହୋଇଯାଏନି ।  ଆମେ ଓଡ଼ିଆ ଲୋକ, ବଡ଼ ବଡ଼ କଥା ଜାଣିପାରୁନି । ବଡ଼ ବଡ଼ ଟି ବାବୁ ପହଂଚି ଫଟୋ ଉଠେଇ ଘୋଷଣା କରି ଦେଉଛନ୍ତି, ଆମେ ଡରି ଯାଉଛୁ । ତେବେ ମେଟ୍ରୋ କ’ଣ, ଏହାକୁ କିଏ କରିବ, ଏହା ଜାଣିବା ଦରକାର । ମେଟ୍ରୋ ଟ୍ରେନ ପାଇଁ ମାଟି ଟେଷ୍ଟ ହୋଇଛି  ବୋଲି ବିଧାୟକ ଅନନ୍ତ ନାରାୟଣ ଜେନା(ବୁନୁ ବାବୁ) କହୁଥିଲେ । ଏବେ ବିଧାୟକ ହେବାପରେ ଷ୍ଟେସନ ରାସ୍ତା କାମଟି କରି ଦିଅନ୍ତୁ । ଭୁବନେଶ୍ୱରର ସମସ୍ତଙ୍କର । ସମସ୍ତେ ମିଳିମିଶି କାମ କରନ୍ତୁ । ଫଟୋ ଉଠେଇ ଦେଲେ ମେଟ୍ରୋ ହୋଇଯାଏନି । ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ନେଇ ଏପର୍ଯ୍ୟନ୍ତ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟ ସହ ରାଜ୍ୟ ସରକାର କଥା ହୋଇନାହାନ୍ତି ବୋଲି ମୋ’ ପାଖରେ ଖବର ଅଛି । ଓଡ଼ିଶାକୁ ମେଟ୍ରୋ ଆସୁ, କିନ୍ତୁ ଆସିବା ପାଇଁ ସଠିକ୍ ପ୍ରୟାସ ହେଉ । କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ମଧ୍ୟ ଓଡ଼ିଶାରେ ବନ୍ଦେ ମେଟ୍ରୋ ଚାଲିବା ପାଇଁ ଆଶ୍ୱସ୍ତ କରିଛନ୍ତି ।

Also Read

ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ,ମୋଦି ସରକାର ୩୫୦କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରି ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ କାର୍ଯ୍ୟ କରୁଛନ୍ତି । ଓଡ଼ିଶାର ପୁରୀ, କଟକ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ରାଉରକେଲା, ଭଦ୍ରକ, ବାଲେଶ୍ୱର ଷ୍ଟେସନର ମଧ୍ୟ ନବୀକରଣ କାମ ହେଉଛି। ରାଜ୍ୟର ମୋଟ ୫୭ଟି ଷ୍ଟେସନର ନବୀକରଣ କାର୍ଯ୍ୟ ହେବ । ଓଡ଼ିଶାକୁ ରେଳ ଅନୁଦାନ,ନୂଆ ରେଳ ଲାଇନ ଚଳାଚଳ ଓ ଆନୁସଙ୍ଗିକ କାର୍ଯ୍ୟ ପାଇଁ ଦିଲ୍ଲୀକୁ ଯାଇ ଲଢ଼େଇ କରିବାକୁ ପଡ଼ୁଥିଲା । ମାତ୍ର ଏବେ ମୋଦି ସରକାରରେ ଏସବୁ ସହଜ ହୋଇଯାଇଛି । ରାଜଧାନୀ ଏକ୍ସପ୍ରେସରେ ତେଜସ ରେକ୍ ଲାଗିବା ପରେ ଏହାର ଘଣ୍ଟା ପ୍ରତି ବେଗ ୨୦୦କିମି ହୋଇଯିବ । ଟ୍ରେନରେ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ମଧ୍ୟ ରହିଛି ।

ଅନ୍ୟପକ୍ଷରେ ବିଜେଡିର ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ, ମେଟ୍ରୋ ଟ୍ରେନ ପ୍ରକଳ୍ପ କାର୍ଯ୍ୟ ରାଜ୍ୟ ସରକାର ଧୂମଧାମରେ କରୁଛନ୍ତି । ଠିକ୍ ସମୟରେ କାମ ସରିବ । କାର୍ଯ୍ୟ ହେବା ଦରକାର । ଲୋକେ ଉପକୃତ ହେବା ଦରକାର । ଓଡ଼ିଶା ଲୋକେ ମେଟ୍ରୋ ଚାହୁଁଛନ୍ତି । ରାଜ୍ୟ କରୁ କି କେନ୍ଦ୍ର କରୁ କିନ୍ତୁ ତାହା ହେବା ଦରକାର । ରାଜ୍ୟ ଜମି ଦେଉଛି । ସବୁ ହେଉଛି । ସାଇନବୋର୍ଡ ମାରି ମାଟି ପରୀକ୍ଷା ମଧ୍ୟ ହେଲାନି । ତେଣୁ କେନ୍ଦ୍ର ସରକାରଙ୍କ ସହ କଥା ହୋଇନାହାନ୍ତି କି ସହଯୋଗ କରୁନଥିବା କଥା ସେ କେମିତି କହୁଛନ୍ତି ବୋଲି ଶ୍ରୀ ଜେନା ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story