ଆଶା ଛାଡ଼ି ନାହାନ୍ତି ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ। ପ୍ରାର୍ଥୀ ପରିବର୍ତ୍ତନ ପାଇଁ ବିଜେଡି ସୁପ୍ରିମୋଙ୍କ ଉପରେ ଚାପ ପକାଇବାକୁ ସମର୍ଥକଙ୍କୁ ଧରି କରୁଛନ୍ତି ବୈଠକ ପରେ ବୈଠକ। ସୁଚନାଯୋଗ୍ୟ ଯେ, ସମୀର ଦାଶ ନିମାପଡାରେ 46 ପଞ୍ଚାୟତର ଯୁବ ଓ ଛାତ୍ର ସଭାପତିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇ ନିଜର ଭବିଷ୍ୟତ ରଣନୀତିକୁ ନେଇ ଚର୍ଚ୍ଚା କରିଛନ୍ତି । ଅନ୍ୟପକ୍ଷରେ ବିଜେଡି ପ୍ରାର୍ଥୀ ଦିଲୀପ ନାୟକ ପ୍ରଚାର ଆରମ୍ଭ କରିଛନ୍ତି। ତେବେ ଏହାକୁ ନେଇ ସମୀର ଦାଶ କଣ କହିଛନ୍ତି ଶୁଣନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।