ଚ୍ୟାଉ ପଟ୍ଟନାୟକଙ୍କ ଠାରୁ ଆଶୀର୍ବାଦ ନେଲେ ବିଜେପି ପ୍ରାର୍ଥୀ କେ ଅନିଲ କୁମାର

ପ୍ରଚାର ସମୟରେ ଆମ୍ନା ସାମ୍ନା ହେଲେ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ପ୍ରଦୀପ ପାଣିଗ୍ରାହୀ ।

Manoj Swain
  • Published: Friday, 12 April 2024
  • Updated: 12 April 2024, 03:06 PM IST

Sports

Latest News

ବ୍ରହ୍ମପୁର ନିର୍ବାଚନ ପ୍ରଚାର ବେଳେ ରୋଚକ ଦୃଶ୍ୟ । ଆମ୍ନା ସାମ୍ନା ହେଲେ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ପ୍ରଦୀପ ପାଣିଗ୍ରାହୀ । ଏକଦା ଘନିଷ୍ଠ ଥିବା ଦୁଇ ନେତା ଏବେ ପ୍ରତିଦ୍ୱନ୍ଦୀ। ପ୍ରଚାର ସମୟରେ ବିଜେଡି ପ୍ରାର୍ଥୀ ରମେଶ ଚ୍ୟାଉ ପଟ୍ଟନାୟକଙ୍କ ଠାରୁ ଆଶୀର୍ବାଦ ନେଲେ ବିଜେପି ପ୍ରାର୍ଥୀ କେ ଅନିଲ କୁମାର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos