ଡାକ୍ତର ଶାରଦା ନାୟକ ! ନାଁ ଟା ହିଁ ଯଥେଷ୍ଚ

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ରାଉରକେଲା ସରକାରୀ ହସ୍ପିଟାଲରେ ହୋଇଥିଲା ରକ୍ତଦାନ ଶିବିର ।

Manoj Swain
  • Published: Thursday, 19 October 2023
  • Updated: 19 October 2023, 12:47 PM IST

ଶ୍ରମ ମନ୍ତ୍ରୀ ଶାରଦା ନାୟକ। ଅତି ଉତ୍ସାହିତ ନେତା ଜଣକ । ତାଙ୍କ ଉତ୍ସାହ ପରିମାଣ ସେ ଦିନ ବଢିଯାଇଥିଲା ଯେଉଁଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଥିଲା। ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ରାଉରକେଲା ସରକାରୀ ହସ୍ପିଟାଲରେ ହୋଇଥିଲା ରକ୍ତଦାନ ଶିବିର । ଏହି ଅବସରରେ ହଠାତ ଶାରଦା ବାବୁଙ୍କୁ ଡାକ୍ତର ଅବତାରରେ ଦେଖିବାକୁ ମିଳିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos