‍ବ୍ଲକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ବିଧାୟିକାଙ୍କ ସ୍ୱାମୀ

ଗୋଟିଏ ଦିନରେ ଗଞ୍ଜାମରେ ଦୁଇ ଜଣ ବ୍ଲକ୍ ଅଧ୍ୟକ୍ଷ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେମାନଙ୍କ ପତ୍ନୀମାନେ ବିଧାୟିକା ଥିବା ବେଳେ ଏଥର ବି ଟିକେଟ ପାଇଛନ୍ତି।

Suryamani Baidya and her husband

ବିଧାୟିକା ସୂର୍ଯ୍ୟମଣି ବୈଦ ଓ ତାଙ୍କ ସ୍ୱାମୀ

Jitendra Garnayak
  • Published: Tuesday, 23 April 2024
  • Updated: 23 April 2024, 01:43 PM IST

Sports

Latest News

ଗଞ୍ଜାମ ଜିଲ୍ଲାରେ ଗୋଟିଏ ଦିନରେ ଇସ୍ତଫା ଦେଇଛନ୍ତି ଦୁଇ ଜଣ ବ୍ଲକ ଅଧ୍ୟକ୍ଷ। ଖଲ୍ଲିକୋଟ ବ୍ଲକ୍‌ ଅଧ୍ୟକ୍ଷ ପଦ ଛାଡ଼ିଛନ୍ତି ଦୈତାରୀ ବେହେରା। ଗତକାଲି ସେ ଖଲ୍ଲିକୋଟ ବିଡିଓଙ୍କୁ ଇସ୍ତଫା ପଠାଇଛନ୍ତି। ଦୈତାରୀ ବେହେରା କାହିଁକି ପଦ ଛାଡ଼ିଲେ, ତାହା ଜଣାପଡ଼ିନାହିଁ। ଇସ୍ତଫାପତ୍ରରେ ସେ କେବଳ ବ୍ୟକ୍ତିଗତ କାରଣ ଯୋଗୁ ଇସ୍ତଫା ଦେଉଥିବା କଥା ଉଲ୍ଲେଖ କରିଛନ୍ତି। ତେବେ ଚର୍ଚ୍ଚା ହେଉଛି ତାଙ୍କୁ ଓ ତାଙ୍କ ବିଧାୟିକା ପତ୍ନୀ ସୂର୍ଯ୍ୟମଣି ବୈଦ୍ୟଙ୍କୁ ନେଇ ବିଜେଡିରେ ରହିଥିବା ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ସେ ଏହି ପଦକ୍ଷେପ ନେଇଛନ୍ତି ବା ଦଳୀୟ ନେତୃତ୍ୱଙ୍କ ନିର୍ଦ୍ଦେଶରେ ସେ ଏଭଳି କରିଛନ୍ତି।

Also Read

ଖଲ୍ଲିକୋଟ ବିଧାୟକ ସୂର୍ଯ୍ୟମଣି ବୈଦଙ୍କ ବିରୋଧରେ ସ୍ୱର ଉଠାଇଥିଲେ ବିଜେଡିର ସ୍ଥାନୀୟ କିଛି କର୍ମୀ ଓ ନେତା। ତଥାପି ବିଜେଡି ପୁଣି ଥରେ ସୂର୍ଯ୍ୟମଣିଙ୍କୁ ପ୍ରାର୍ଥୀ କରିଛି। ତେଣୁ ତାଙ୍କୁ ନେଇ ଦଳରେ ଥିବା ଅସନ୍ତୋଷକୁ ପ୍ରଶମିତ କରିବାକୁ ତାଙ୍କ ସ୍ୱାମୀ ବ୍ଲକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି।

ସେହିପରି କବିସୂର୍ଯ୍ୟନଗର ବ୍ଲକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଜ୍ୟୋତିର୍ମୟ ସ୍ୱାଇଁ। ଆସିକାରୁ ପୁଣି ଥରେ ତାଙ୍କ ପତ୍ନୀ ତଥା ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କୁ ମଇଦାନକୁ ଓହ୍ଲାଇଛି। ଏଠି ବି ମଞ୍ଜୁଳାଙ୍କୁ ନେଇ ବିଜେଡିରେ ଥିବା ଅସନ୍ତୋଷ ଓ କନ୍ଦଳରେ ପ୍ୟାଚ୍ ପକାଇବାକୁ ତାଙ୍କ ସ୍ୱାମୀ ଜ୍ୟୋତିର୍ମୟ ସ୍ୱାଇଁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି। ତେବେ ଏନେଇ ବିଜେଡି କିମ୍ବା ସଂପୃକ୍ତ ନେତାମାନଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story