ଜଣାପଡ଼ିଲା ନବୀନଙ୍କ ସମ୍ପତ୍ତି କେତେ ?

୨୦୧୯ ନିର୍ବାଚନବେଳେ ତାଙ୍କର ସମ୍ପତ୍ତିର ପରିମାଣ ୬୩.୮୭ କୋଟି ଟଙ୍କା ଥିଲା ।

Manoj Swain
  • Published: Wednesday, 01 May 2024
  • Updated: 01 May 2024, 11:40 AM IST

Sports

Latest News

ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସତ୍ୟପାଠରେ ୭୧.୦୭ କୋଟି ଟଙ୍କାର ସମ୍ପତ୍ତି ମାଲିକ ବୋଲି ଦର୍ଶାଇଛନ୍ତି । ୨୦୧୯ ନିର୍ବାଚନବେଳେ ତାଙ୍କର ସମ୍ପତ୍ତିର ପରିମାଣ ୬୩.୮୭କୋଟି ଟଙ୍କା ଥିଲା । ସେହିଭଳି ନବୀନଙ୍କ ପାଖରେ ୩୦ ହଜାର ଟଙ୍କାର କ୍ୟାସ ଥିବା ବେଳେ ୧୪ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos