ଜିତିକି ଛାଡ଼ି ଦେଇଥିଲେ ବିଜେପୁର, ଏବେ କଣ୍ଟାବାଞ୍ଜି ?

ହିଞ୍ଜିଳି ସହ କଣ୍ଟାବାଞ୍ଜି ୨ଟି ଆସନରୁ ନିର୍ବାଚନ ଲଢିବେ ନବୀନ।

Manoj Swain
  • Published: Thursday, 18 April 2024
  • Updated: 18 April 2024, 01:26 PM IST

Sports

Latest News

ଗତ 2019 ମସିହାରେ ନବୀନ ପଶ୍ଚିମ ଓଡ଼ିଶାର ବିଜେପୁରରୁ ନିର୍ବାଚନ ଲଢିଥିଲେ । ରାଜ୍ୟରେ ପ୍ରବଳ ମୋଦି ଲହର ବହୁଥିଲେ ମଧ୍ୟ ନବୀନ ବିଜେପୁରରୁ ଛିଡା ହେବା ଯୋଗୁଁ ବରଗଡ଼ ଲୋକସଭା କ୍ଷେତ୍ରରେ ଆସୁଥିବା ସବୁ ବିଧାନସଭା ଆସନରେ ବିଜୟୀ ହୋଇଥିଲା ବିଜେଡି। ହେଲେ ବିଜେଡିରୁ ଲୋକସଭା ପାଇଁ ଲଢୁଥିବା ପ୍ରସନ୍ନ ଆଚାର୍ଯ୍ୟ ପ୍ରାୟ 60 ହଜାର ଭୋଟରେ ବିଜେପି ପ୍ରାର୍ଥୀ ସୁରେଶ ପୁଜାରୀଙ୍କଠାରୁ ପରାସ୍ତ ହୋଇଥିଲେ। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos