କାହାର ହେବ ଶପଥ, ଜୁନ୍ 10 ନା ଜୁନ୍ 9 ?

ଜୁନ୍‌ ୪ରେ ଓଡ଼ିଶାରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

Manoj Swain
  • Published: Tuesday, 07 May 2024
  • Updated: 07 May 2024, 12:53 PM IST

ଓଡ଼ିଶାରେ ପାଦ ରଖି ବିଜେଡିକୁ ଘନାଘନ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ବ୍ରହ୍ମପୁର କନିଷି ଜନସଭା ହେଉ କିମ୍ବା ନବରଙ୍ଗପୁର ସଭା । ଜୁନ୍‌ ୪ରେ ଓଡ଼ିଶାରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି ବୋଲି କହିଥିଲେ ମୋଦି । ଦାମ୍ଭିକତାର ସହ ଆହୁରି କହିଥିଲେ, ଏଥର ଓଡ଼ିଶାରୁ ବିଜେଡି ଯାଉଛି । ମାସେ ପରେ ଅର୍ଥାତ୍‌ ୬ ଜୁନ୍‌ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଫାଇନାଲ ହେବ। ୧୦ ଜୁନ୍‌ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ହେବ। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos