ବିଜେଡିର ଫିଟନେସ୍ ନୀତିରେ ବଳିପଡ଼ିଲେ ରଘୁନନ୍ଦନ

 ଟିକେଟ କଟିବା ପରେ ଚକ୍ରାନ୍ତ କହିଲେ ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ।

Manoj Swain
  • Published: Tuesday, 23 April 2024
  • Updated: 23 April 2024, 11:49 AM IST

Sports

Latest News

ବିଜେଡି ଆଉ ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହି ପର୍ଯ୍ୟାୟରେ ଦଳ ୪ ଜଣ ବିଧାୟକଙ୍କ ଟିକେଟ କାଟିଛି। ଟିକେଟ କଟିବା ପରେ ଚକ୍ରାନ୍ତ କହିଲେ ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ। ସୂଚନାଯୋଗ୍ୟ, ବାଲିକୁଦା-ଏରସମାର ଟାଣୁଆ ନେତା ରଘୁନନ୍ଦନ ଦାସ। ପୂର୍ବତନ ମନ୍ତ୍ରୀ, ଜଣାଶୁଣା ଚେହେରା। ଗତ 2019 ନିର୍ବାଚନରେ ବିଜେପିରୁ ହଠାତ ଆସିଲେ ଆଉ ବିଜେଡିରୁ ଟିକେଟ୍ ନେଲେ। ବରିଷ୍ଠ ରାଜନେତା ଦାମୋଦର ରାଉତଙ୍କୁ ହରାଇଲେ। ହେଲେ 2024 ନିର୍ବାଚନରେ ରଘୁନନ୍ଦନଙ୍କ ଟିକେଟ୍ କାଟି ଦିଆଯାଇଛି । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos