ସମୀରଙ୍କୁ ଚେତାବନୀ ଦେଲେ ରାଜା ସ୍ୱାଇଁ !

ଟିକେଟ ନପାଇ ବିଦ୍ରୋହ କରୁଥିବା ସମୀର ଏବେ ଶାନ୍ତ । ସେପଟେ ରାଜା ସ୍ୱାଇଁ ସମୀରଙ୍କୁ ଇସାରା କରି କହିଛନ୍ତି ସମ୍ମାନର ଅର୍ଥ ନୁହେଁ ଦଳରେ ରହି ପଛପଟୁ ଛୁରୀ ଭୂଷିବା ।

Manoj Swain
  • Published: Friday, 10 May 2024
  • Updated: 10 May 2024, 01:51 PM IST

Sports

Latest News

ନିମାପଡା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ପୁରୀ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପରୋକ୍ଷ ଚେତାବନୀ । ସମୀର ଦଶଙ୍କ ଟିକେଟ କଟିବା ପରେ ନିମାପଡ଼ରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମନରେ ଦୁର୍ବଳତା, ଭାଷଣରେ ତେରେଛା ଆଟାକ୍ । ଶାଣିତ ସ୍ୱରରେ ସମୀରଙ୍କୁ ଚେତାବନୀ ଦେଇଛନ୍ତି । ଟିକେଟ ନପାଇ ବିଦ୍ରୋହ କରୁଥିବା ସମୀର ଏବେ ଶାନ୍ତ । ସେପଟେ ରାଜା ସ୍ୱାଇଁ ସମୀରଙ୍କୁ ଇସାରା କରି କହିଛନ୍ତି, ସମ୍ମାନର ଅର୍ଥ ନୁହେଁ ଦଳରେ ରହି ପଛପଟୁ ଛୁରୀ ଭୂଷିବା । ଯଦି ଏପରି ହୁଏ, ତେବେ ତାହାକୁ ବରଦାସ୍ତ କରାଯିବନି...। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos