ମଉଳିଗଲା ବିଧାୟକ ଆଶା

ପାଞ୍ଚ ଥରର ବିଧାୟକ ତଥା ପୁରୀର ଟାଣୁଆ ସଙ୍ଗଠନ ମହେଶ୍ୱର ମହାନ୍ତିଙ୍କୁ ସିଧା ଚ୍ୟାଲେଞ୍ଜ କରିବା ସହ ସଙ୍ଗଠନ କରି ନିଜ ଦକ୍ଷତା ପ୍ରତିପାଦନ କରିଥିବା ଲକି ଖୁଣ୍ଟିଆଙ୍କୁ ରାଜ୍ୟସଭା ପଠାଇବା ପଛରେ ରହିଛି ବିଜେଡିର ବଡ ଚାଲ ?

Manoj Swain
  • Published: Wednesday, 14 February 2024
  • Updated: 14 February 2024, 06:44 PM IST

Sports

Latest News

ପାଞ୍ଚ ଥରର ବିଧାୟକ ତଥା ପୁରୀର ଟାଣୁଆ ସଙ୍ଗଠନ ମହେଶ୍ୱର ମହାନ୍ତିଙ୍କୁ ସିଧା ଚ୍ୟାଲେଞ୍ଜ କରିବା ସହ ସଙ୍ଗଠନ କରି ନିଜ ଦକ୍ଷତା ପ୍ରତିପାଦନ କରିଥିବା ଲକି ଖୁଣ୍ଟିଆଙ୍କୁ ରାଜ୍ୟସଭା ପଠାଇବା ପଛରେ ରହିଛି ବିଜେଡିର ବଡ ଚାଲ ? ନବୀନଙ୍କ ଚତୁର ଗୋଟି ଚାଳନାରେ ଦବି ଯିବ କି ଲକିଙ୍କ ସଙ୍ଗଠନ, ଦଳ କିନ୍ତୁ ବହୁତ ସତର୍କତାର ସହ ବିଚାର କରି ତାଙ୍କୁ ପୁରୀ ସଙ୍ଗଠନରୁ ଆଉଟ କରି ଦେଲା। ଏବେ ପୁରୀରେ ଚାଲିବ ମହେଶ୍ୱରଙ୍କ ପୁଅ ସୁନୀଲ ମହାନ୍ତିଙ୍କ ରାଜ। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos