ଉପରାଷ୍ଟ୍ରପତିଙ୍କ ମିମିକ୍ରି କଲେ ଟିଏମସି ସାଂସଦ

ଉଭୟ ସଦନରୁ ସସ୍‌ପେଣ୍ଡ ହେଲେଣି ମୋଟ ୧୩୩ ସାଂସଦ। ଏହାରି ଭିତରେ ଏକ ଅଭାବନୀୟ ଘଟଣା ଘଟିଛି।

Manoj Swain
  • Published: Tuesday, 19 December 2023
  • Updated: 19 December 2023, 03:29 PM IST

ଲୋକସଭାରୁ ୪୧ ସାଂସଦ ସସ୍‌ପେଣ୍ଡ। ଆଜିର ୪୧ ଜଣଙ୍କୁ ମିଶାଇ ଲୋକସଭାରୁ ୮୭ ସାଂସଦ ସସ୍‌ପେଣ୍ଡ। ଉଭୟ ସଦନରୁ ସସ୍‌ପେଣ୍ଡ ହେଲେଣି ମୋଟ ୧୩୩ ସାଂସଦ। ଏହାରି ଭିତରେ ଏକ ଅଭାବନୀୟ ଘଟଣା ଘଟିଛି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ଙ୍କ ମିମିକ୍ରି କଲେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos