ପଦାକୁ ଆସିଲା ପାଣ୍ଡିଆନଙ୍କ ଦରମା

ସରକାରୀ ଅଫିସର, କ୍ୟାବିନେଟ ରାଙ୍କ୍, ଦଳୀୟ କାର୍ଯ୍ୟ, ସରକାରୀ ଦରମା !

Manoj Swain
  • Published: Thursday, 11 April 2024
  • Updated: 11 April 2024, 12:08 PM IST

Sports

Latest News

ସରକାରୀ ଅଫିସର, କ୍ୟାବିନେଟ ରାଙ୍କ୍, ଦଳୀୟ କାର୍ଯ୍ୟ, ସରକାରୀ ଦରମା ! ସବୁ ଆଇନକାନୁନ୍ ଉପରେ ଯେମିତି ମିଳିଛି ଭିକେ ପାଣ୍ଡିଆନଙ୍କୁ କ୍ଷମତା। ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ଦାୟିତ୍ବ ବଣ୍ଟନ ନେଇ ସାରା ରାଜ୍ୟରେ ଚର୍ଚ୍ଚା। ବିଜେପି କହିଛି- ଅଭିଯୋଗ ପରେ 5ଟି ଅଧ୍ୟକ୍ଷ ପଦରୁ ହଟିଛନ୍ତି ପାଣ୍ଡିଆନ୍। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos