ଓଡ଼ିଶାରେ ଓଡ଼ିଆରେ ଶାସନ କେବେ ?

କାହିଁକି ହେଉନି ଓଡ଼ିଆରେ କାମ ? ଭାଷା ଆଇନ କାମରେ ନୁହେଁ କେବଳ କାଗଜରେ। 

Manoj Swain
  • Published: Wednesday, 17 April 2024
  • Updated: 17 April 2024, 12:56 PM IST

କାହିଁକି ହେଉନି ଓଡ଼ିଆରେ କାମ ? ଭାଷା ଆଇନ କାମରେ ନୁହେଁ କେବଳ କାଗଜରେ। ଆମ ପ୍ରିୟ ମାତୃଭାଷା ଓଡିଆ ଅସାଧାରଣ ଓ ଅନନ୍ୟ । ଓଡ଼ିଆ ଆମ ସରକାରୀ ଭାଷା। ହେଲେ ଏହାର ପ୍ରୟୋଗ ସଠିକ୍ ହେଉଛି କି ? । ଏହାକୁ ନେଇ ଓଡିଶା ରିପୋର୍ଟରର କାର୍ଯ୍ୟକ୍ରମ ସୋସିଆଲ ଡିବେଟ୍ (SOCIAL DEBATE) ରେ ଆଲୋଚନା, ‘ଓଡ଼ିଶାରେ ଓଡ଼ିଶା ଶାସନ କେବେ’ ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos