ସତର୍କ କରାଇଥିଲେ ସଚିନ, ଶୁଣିନଥିଲେ ହାଇକମାଣ୍ଡ !

ଅତ୍ୟଧିକ ଆତ୍ମବିଶ୍ୱାସ ରାଜସ୍ଥାନରେ କଂଗ୍ରେସକୁ ଖତ କରିଦେଲା। ଭୋଟରଙ୍କ ମନ ପଢିବା ତ ଦୂରର କଥା ଖୋଦ ନିଜ ଦଳର ନେତାଙ୍କ କଥା ଶୁଣିନଥିଲେ ହାଇକମାଣ୍ଡ।

Manoj Swain
  • Published: Wednesday, 06 December 2023
  • Updated: 06 December 2023, 01:26 PM IST

Sports

Latest News

ଅତ୍ୟଧିକ ଆତ୍ମବିଶ୍ୱାସ ରାଜସ୍ଥାନରେ କଂଗ୍ରେସକୁ ଖତ କରିଦେଲା କି ? ଭୋଟରଙ୍କ ମନ ପଢିବା ତ ଦୂରର କଥା ଖୋଦ ନିଜ ଦଳର ନେତାଙ୍କ କଥା ଶୁଣିନଥିଲେ ହାଇକମାଣ୍ଡ। ରାଜ୍ୟ କଂଗ୍ରେସରେ କଣ ଚାଲିଛି, ଆଉ ଏହାର ପ୍ରଭାବ ଆଗାମୀ ନିର୍ବାଚନରେ କଣ ପ୍ରଭାବ ପଡିବ ସେନେଇ ନିୟମିତ ଭାବରେ ଅବଗତ କରାଇଥିଲେ ଯୁବ ନେତା ସଚିନ ପାଇଲଟ। ହେଲେ ଆଖିବୁଝି ଦେଇଥିଲେ ହାଇକମାଣ୍ଡ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos