ପୁଅ ବଳି ଖାଇ ମା ଶାନ୍ତି ତ ?

ମା' ଆଗରେ ତା ଛୁଆର ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଯଦି ବଳି ପକାଯାଏ, ସେଇ ମା'ର ମାନସିକ ଆଉ ଶାରୀରିକ ଅବସ୍ଥା ବୋଧେ ୟାଠୁ ବି ଭୟଙ୍କର ହୋଇପାରେ । 

Manoj Swain
  • Published: Sunday, 30 July 2023
  • Updated: 30 July 2023, 01:32 PM IST

Sports

Latest News

ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନା ବାସୁଦେବପୁର ପଞ୍ଚାୟତର ସୁବର୍ଣ୍ଣପୁର ଗାଁର ସପ୍ତମ ଶ୍ରେଣୀ ଛାତ୍ର ସଞ୍ଜୀବ ବିଶ୍ୱାଳ ଗତ ୨୩ ତାରିଖରୁ ନିଖୋଜ ହୋଇଯାଇଥିବା ବେଳେ ୨୮ ତାରିଖ ଦିନ ବାରିଣୀ ଜଙ୍ଗଲରୁ ତାଙ୍କ ଝୁଲନ୍ତା ମୃତଦେହ ଠାବ କରାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ପୁଲିସର ନିଷ୍କ୍ରିୟତା ଯୋଗୁ ଏହି ଘଟଣା ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos