ବିଦ୍ରୋହୀଙ୍କ ବାଦିପାଲା

ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକରେ ଆରମ୍ଭ ହୋଇଗଲାଣି ଜୋରଦାର ବିଦ୍ରୋହ।

Manoj Swain
  • Published: Wednesday, 10 April 2024
  • Updated: 10 April 2024, 12:03 PM IST

Sports

Latest News

ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକରେ ଆରମ୍ଭ ହୋଇଗଲାଣି ଜୋରଦାର ବିଦ୍ରୋହ। ବୁଝାଇଲେ ବୁଝୁନାହାଁନ୍ତି କି ସାନ୍ତ୍ୱନା ଦେଲେ ଶୁଣୁନାହାଁନ୍ତି । କେନ୍ଦ୍ରାପଡ଼ାରୁ ଭୁବନେଶ୍ବର, ରାୟଗଡ଼ାରୁ ରେଢ଼ାଖୋଲ ଚାରିଆଡ଼େ ବିଜେଡିରେ ବିଦ୍ରୋହ । ତେବେ ଆଗାମୀ ଦିନରେ ଦଳ ଅସନ୍ତୋଷ ଗୋଷ୍ଠୀଙ୍କୁ କିପରି ମ୍ୟାନେଜ କରିବ । ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ ସୋସିଆଲ ଡିବେଟରେ ଆଜିର ପ୍ରସଙ୍ଗ ରହିଛି ବିଦ୍ରୋହୀଙ୍କ ବାଦିପାଲା । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos